କେମିତି ପଢିବେ ଆଉ କେମିତି ବଢିବେ ଏ ଝିଅ ମାନେ 

ହାତୀଙ୍କ ଚଲାବାଟରେ ସ୍କୁଲକୁ ଚାଲି ଚାଲି ଯାଉଛନ୍ତି ପ୍ରତି ଦିନ ୮ କିଲୋମିଟର  ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  ଏଇ ପିଲାମାନେ ଯେତେବେଳେ ପ୍ରାଥମିକ ଶ୍ରେଣୀ ସାହିତ୍ୟ ବହିରେ " ଆମେ ତ ଭାଗ୍ୟବାନ ପିଲାରେ, ଆଉ କେ ଆମ ପରି ଥିଲା ରେ | ଆମେତ ଉଡୁ ଆଜି ଆକାଶେ ରବିର କର ଯହିଁ…

ଜିଲ୍ଲାର ସମସ୍ତ ବ୍ୟାଙ୍କ ପକ୍ଷରୁ “କଷ୍ଟମର ଆଉଟ ରିଚ ଈନିସିଏଟିଭ”  ଋଣ  ମେଳା

ଏକ ହଜାର ବ୍ୟାଙ୍କ ଗ୍ରାହକଙ୍କୁ ୧୯ କୋଟି ଟଙ୍କାର ରୄଣ ବଣ୍ଟନ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ବିଜୁ କଲ୍ୟାଣ ମଣ୍ଡପ ପରିସରରେ  ଆନ୍ଧ୍ର ବ୍ୟାଙ୍କର ଜିଲ୍ଲା ଅଗ୍ରଣୀ ବ୍ୟାଙ୍କ ଆନୁକୂଲ୍ୟରେ ଜିଲ୍ଲାର ସମସ୍ତ ବ୍ୟାଙ୍କ ମାନଙ୍କୁ ନେଇ  ଏକ ଜିଲ୍ଲା ସ୍ତରୀୟ…

ବିଧାୟକ ବଣୁଙ୍କ ପାଇଁ ଗୃହଭେଦୀଙ୍କ ଚକ୍ରବ୍ୟୁହ: ଷଡ଼ଯନ୍ତ୍ରକାରୀ ଦଳ ଭିତରର, ବାହାରର କେହି ନୁହଁ 

ଏତେବର୍ଷର ଅବହେଳା ପାଇଁ ଅପଦସ୍ତ ହେଉଛନ୍ତି ୪ମାସର ବିଧାୟକ   ଟାର୍ଗେଟରେ ଭଦ୍ରକ ବିଧାୟକଙ୍କ ବିରୋଧି ପୁଣି ସକ୍ରୀୟ ।  ପଦଯାତ୍ରା ସମୟରେ ଅପଦସ୍ତ  କରିବା ପାଇଁ ସୁଚିନ୍ତିତ ଷଡଯନ୍ତ୍ର  ଭଦ୍ରକ ( ସତ୍ୟଭୂଷଣ ସ୍ବାମୀ ) :ଭଦ୍ରକ ରାଜନୀତିରେ ଏବେ ଲୋକପ୍ରିୟତା ଆଉ ଗ୍ରହଣୀୟତା କାଳ ହୋଇଛି …

ଗାନ୍ଧି ବିଚାର ଆଜି ରହିଛି, କାଲିକି ମଧ୍ୟ ରହିବ ।

କଂଗ୍ରେସ ଭବନରେ ବୁଦ୍ଧିଜୀବୀ ସମାବେଶ ଭୁବନେଶ୍ୱର(ଶାସକ ପ୍ରଶାସକ) – ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଓଡିଶା ପ୍ରଦେଶ କଂଗ୍ରେସ ପକ୍ଷରୁ ଆଜି ପୂର୍ବାହ୍ନରେ କଂଗ୍ରେସ ଭବନ ଠାରେ ଏକ ବୁଦ୍ଧିଜୀବୀ ସମାବେଶ ଅନୁଷ୍ଠିତ  ହୋଇଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ  ଭାବେ…

ଟ୍ରାକ୍ଟର ଓ ବୋଲେରୋ ମୁହାଁମୁହିଁ ଧକ୍କା,ଜଣେ ମୄତ ।

ପଦ୍ମପୁର/ ଶାସକ ପ୍ରଶାସକ: ପଦ୍ମପୁର ଥାନା ଅନ୍ତର୍ଗତ ବରିକେଲ ଗ୍ରାମର ସଂସ୍କୃତ ମହାବିଦ୍ୟାଳୟ ସମ୍ମୁଖରେ ଏକ ଟ୍ରାକ୍ଟର ଓ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛି ।ମୁହାଁମୁହିଁ ଧକ୍କା ହେବା ଫଳରେ ବୋଲେରୋ ଓଲଟି ଯାଇଥିଲା ଫଲରେ ବୋଲେରୋ ଡ୍ରାଇଭର ଚାପିହୋଇ ଯାଇଥିଲେ ଏବଂ ତାଙ୍କ ମୄତ୍ୟୁ ହୋଇଥିଲା…

ବିଜେପୁର କଂଗ୍ରେସ ପ୍ରାର୍ଥୀ ବଦଳିଲେ !

ଭୁବନେଶ୍ୱର: ବିଜେପୁରରେ ଭାରତୀୟ ଜାତୀୟ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କୁ ଦଳର ପ୍ରାର୍ଥୀ କରୀଥିବା ବେଳେ ଏବେ ପ୍ରାର୍ଥୀ ବଦଳାଇଥିବା ଜଣାପଡିଛି | ଦିଲ୍ଲୀପ ପଣ୍ଡାଙ୍କ ବଦଳରେ ସେଠାରୁ ପ୍ରଦୀପ ପଣ୍ଡା ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି | ସୂଚନାଯୋଗ୍ୟ ଦିଲ୍ଲୀପ ପଣ୍ଡା ପ୍ରାର୍ଥୀ ହୋଇ…

ସମ୍ବଲପୁରରେ ପୁଣି ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଅମିତ ବିହାରୀକୁ ଗିରଫ କଲା ପୋଲିସ

ସମ୍ବଲପୁର /ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର: କୁଖ୍ୟାତ ଅପରାଧୀ ଅମିତ ବିହାରୀ ଓରଫ ଅମିତ ସାହୁକୁ ସମ୍ବଲପୁର ପୁଲିସ ଶୁକ୍ରବାର ସନ୍ଧ୍ୟାରେ ଏନ୍‌କାଉଣ୍ଟର କରିଛି। ପୁଲିସ କ୍ଷେତରାଜପୁର ଥାନା ଅଞ୍ଚଳରେ ଅମିତକୁ ଏନ୍‌କାଉଣ୍ଟର କରି ଗିରଫ କରିଥିବା ଜଣାପଡ଼ିଛି।…

ମୃତ ଚାଷୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ବୀମାରାଶି ପ୍ରଦାନ

ଭଦ୍ରକ(Satyabhusana Swami) : ବାଲେଶ୍ୱର - ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଶାଖା ଭଦ୍ରକ ଅଧିନରେ ଥିବା ଅର୍ଣ୍ଣପାଳ ସେବା ସମବାୟ ସମିତିରୁ ଋଣ ନେଇଥିବା ବାଲିପାଟଣା ଗ୍ରାମର ନରେନ୍ଦ୍ର ସ୍ୱାଇଁ ନାମକ କ୍ଷୁଦ୍ର ଗରିବ ଚାଷୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ  ହୋଇଥିଲା । ସେ ଏହି ସମବାୟ…

ଦାୟିତ୍ୱ ଗ୍ରହଣ କଲେ ନୂତନ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର(ଶାସକ ପ୍ରଶାସକ) ଆଜି ପୂର୍ବାହ୍ନରେ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସୁରେନ୍ଦ୍ର କୁମାରଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତିା ବିଜେପୁର ଉପନିର୍ବାଚନ ପ୍ରକ୍ରିୟା  ଚାଲୁ ରହିଥିବାରୁ ଶ୍ରୀ…

ଆଞ୍ଚଲିକ କୃଷକ ମହାସଂଘ ମାଣ୍ଡୋସିଲ ର ପ୍ରତିଷ୍ଠା ଦିବସ ଓ ଦୂର୍ଗାପୂଜାରେ କଲସ ଯାତ୍ରା।

ଜାମସେଠ/ରାଜେନ୍ଦ୍ର କୁମାର ପ୍ରଧାନ:-୧୦ଗୋଟି ଗ୍ରାମପଞ୍ଚାୟତର କୃଷକ ମାନଙ୍କୁ ନେଇ ଆଞ୍ଚଲିକ କୃଷକ ମହାସଂଘ ର ୨୦ତମ ପ୍ରତିଷ୍ଠା ଦିବସ ଓ ସର୍ବଜାନିନ ଦୂର୍ଗାପୂଜା ମାଣ୍ଡୋସିଲ କାଦୋଘୁଚାର କଲସ ଯାତ୍ରା ସବୁ ବର୍ଷ ଭଲି ପାଲିତ ହୋଇ ଯାଇଛି। ପ୍ରଥମେ ଶହ ଶହ କଲସ ଧରି ମହିଲା ଓ ଝିଅ ମାନେ…