୭ରୁ ତିନିଦିନିଆ ମଙ୍ଗୋଲିଆ ଗସ୍ତରେ ଧର୍ମେନ୍ଦ୍ର 

ନୂଆଦିଲ୍ଲୀ/ଭୁବନେଶ୍ୱର – ଚଳିତ ମାସ ୭ରୁ ୯ ତାରିଖ ପର୍ଯ୍ୟନ୍ତ ତିନିଦିନିଆ ମଙ୍ଗୋଲିଆ ଗସ୍ତରେ ଯିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଗସ୍ତକାଳରେ ମଙ୍ଗୋଲିଆର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ସହ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କର ସାକ୍ଷାତ୍ ଆଲୋଚନାର କାର୍ଯ୍ୟକ୍ରମ…

“ଯୋଜନା ପ୍ରହସନ, ହିତାଧିକାରୀଙ୍କ ପାଇଁ ସାତ ସପନ “

 ମୃତକ ତୁଳସୀ ମୁଣ୍ଡା ପରିବାରକୁ ଭେଟି ଗଭୀର ସମବେଦନା ଜଣାଇଲା ବିଜେପି ପ୍ରତିନିଧୀ ଦଳ   ବାଙ୍ଗିରୀପୋଷୀ ଘଟଣା ବଖାଣୁଛି ରାଜ୍ୟରେ କିପରି ଚାଲିଛି ସ୍ୱାସ୍ଥ୍ୟସେବା ଓ ମହିଳା ସୁରକ୍ଷା ଯୋଜନା  କୋମାରେ ରାଜ୍ୟସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଏବଂ ମମତା ଯୋଜନା  ଆଦିବାସୀ ମହିଳା ତୁଳସୀ…

ଉପରାଷ୍ଟ୍ରପତିଙ୍କ ଦ୍ୱାରା ଲୋକାର୍ପିତ ହେଲା କାଳନ୍ଦୀଙ୍କ ଉପନ୍ୟାସ ‘ଯାଆଁଳା ତୋଟା’

 ରାଜ୍ୟପାଳ ଗଣେଶୀ ଲାଲ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ  ଏହି ଉପନ୍ୟାସ ପାଠକୀୟ ଆଦୃତି  ପାଇବ  ବୋଲି ଧର୍ମେନ୍ଦ୍ରଙ୍କ ଟ୍ୱିଟ୍  ଭୁବନେଶ୍ୱର– ରାଜଭବନ ଠାରେ ରବିବାର ଦିନ ଉପରାଷ୍ଟ୍ରପତି ଏମ୍. ଭେଙ୍କୟା ନାୟୁଡୁଙ୍କ ଦ୍ୱାରା ବିଜେପି ନେତା ତଥା ସାମାଜିକ କାର୍ଯ୍ୟକର୍ତା…

ଜଣକୁ ସତୁରି ଆଉ ଆର ଜଣକୁ ଅଶୀ : ଆଉ କି ଯୋଗ୍ୟତା ଥିଲେ ମିଳିବ ସହାୟତା 

 ହିତାଧିକାରୀଙ୍କ ନିକଟରେ ଅପହଞ୍ଚ ସରକାରୀ ଯୋଜନା  ଦିବ୍ୟାଙ୍ଗ ସାଜିଥିବା କାସିମକୁ ମିଳୁନି ଭତ୍ତା ଏବଂ ଚିକିତ୍ସା ସହାୟତା   କାସିମ ମହାନନ୍ଦ | ବୟସ ୮୦ ଛୁଇଁବ | ପତ୍ନୀ ରୂପେ ମହାନନ୍ଦ | ତାଙ୍କ ବୟସ ବି ୭୦ ଛୁଇଁବ ଛୁଇଁବ ହେଉଛି | କାସିମ ଶଯ୍ୟାଶାୟୀ, ରୂପେ ପରଘର ପାଇଟି କରନ୍ତି |…

ରସମୁଣ୍ଡାରେ ଅବସ୍ଥା ଏବେବି ଉତ୍ତେଜନା ପୂର୍ଣ

ବରଗଡ :- ପାଇକମାଲ ଥାନା ଅନ୍ତର୍ଗତ ରସମୁଣ୍ଡା ଗ୍ରାମରେ ଅବସ୍ଥା ଏବିବି ଉତ୍ତେଜନା ପୂର୍ଣ ରହିଛି । ଗତ ଚାରି ତାରିଖ ରାତିରେ  ଗୋଟେ ଦଳିତ ପରିବାର ର 2 ଜଣ ସଦସ୍ୟଙ୍କୁ ଆକ୍ରମଣ ଓ ସେମାନଙ୍କର ଘର ଭଙ୍ଗାରୁଜା ତଥା ଘରର ଜିନିଷ ପତ୍ର ଲୁଟ ଇତ୍ୟାଦି ମାମଲାରେ ଆଜି ପୋଲିସ ସାତ ଜଣ ଓ ଅନ୍ୟ ଏକ…

ମହାନଦୀରେ ଭାସିଗଲେ ୬ ଜଣ ଝିଅ : ୫ ଉଦ୍ଧାର,ଜଣେ ନିଖୋଜ 

ସମ୍ବଲପୁର /ରେଢାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ   ସମ୍ବଲପୁର: ସାରା ଦେଶରେ ଦଶହରାକୁ ନେଇ ଉତ୍ସବର ମାହୋଲ ଥିବା ବେଳେ ସମ୍ବଲପୁରରୁ ଆସିଛି ଏଭଳି ଏକ ଅଭାବନୀୟ ଖବର । ମହାନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ୬ ଜଣ ଝିଅ ପାଣିରେ ଭାସି ଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଏମାନେ …

 କଳସ ଶୋଭାଯାତ୍ରା ସହ ଆରମ୍ଭ ହେଲା ମେଲଛାମୁଣ୍ଡା ଦୁର୍ଗାପୂଜା

ମେଲଛାମୁଣ୍ଡା,(ମନୋଜ ଭୋଇ) ମେଲଛାମୁଣ୍ଡା ଗ୍ରାମରେ ଜଗତ ଜନନୀ ମାଁ ଦୁର୍ଗାଙ୍କ ପୁଜନୋତ୍ସବ କଳସ ଯାତ୍ରା ସହ ମହା ଆଡମ୍ବରରେ ଆରମ୍ଭ ହୋଇଯାଇଛି । ସନିବାର ଦିନ  ମେଲଛାମୁଣ୍ଡାସ୍ଥିତ ସାତ ବନ୍ଧରୁ ୧୦୮ପୁର୍ଣ୍ଣ କଳସ ପୁଜା କମିଟି ସଭାପତୀ ଦିପକ ଭୋଇ ଏବଂ ସଂପାଦକ ଅନ୍ନଦା ପ୍ରସାଦ ଦେବତା ସମେତ…

ଚାଷି ଦୁଖରେ ଯାଉଛି ଭାସି, ଏଣେ ଦଲାଲ ନେଉଛି ଶୋଷି।

ବରଗଡ/ପାଇକମାଲ :-ଚାଷୀ ର ଦୁଖ କହିଲେ ନ ସରେ।ଚାଷ ଆରମ୍ଭ କଲେ ବର୍ଷା ଅଭାବ ବିହନ ଅଭାବ ତାପରେ ରୋଗପୋକ ର ଦାଉ।ଫସଲ ଅମଲ ପରେ ବିକ୍ରିର ଅଭାବ ତାପରେ ବ୍ୟାଙ୍କର ଦୁଖ।ନିଜର ହାଡ ଭଙ୍ଗା ପରିଶ୍ରମର ଫଲ ଟିକକ ବି ଦଲାଲ ହାତରେ ଲେଖା। ବେଙ୍କ କତ୍ତୃପକ୍ଷ ଓ ଦଲାଲ ମାନଙ୍କ ସୁମଧୁର ସମ୍ପର୍କ ବାବଦରେ…

ରାସ୍ତା ନହେଲେ ଭୋଟ ବର୍ଜନ କରିବେ ଗାଇସିଲେଟ ବ୍ଲକ ଗନିଆପାଲ୍ଲୀ ବାସିନ୍ଦା

ବରଗଡ :- ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକର ଗନିଆଁପାଲି ଗ୍ରାମପଞ୍ଚାୟତ ର ଗନିଆଁପାଲି,ମଳମୁଣ୍ଡା ଏବଂ ଯୁଗୀବନ୍ଧଲି କୁ ଚାରିଚକରୁ ଗନିଆଁପାଲି ମହାବିଦ୍ୟାଳୟ କୁ ରାସ୍ତା ଅତ୍ୟନ୍ତ ଶୋଚନୀୟ । ଦୀର୍ଘ 20 ବର୍ଷ ହେବ ଏହି ରାସ୍ତା ଏପରି ପଡିରହିଛି । ମୁଖ୍ୟତଃ ବର୍ଷା ଦିନରେ ଏହି ରାସ୍ତାଟି…

ଭୁଲ କାହାର : ହେଲେ ଦଣ୍ଡ ଭୋଗୁଛନ୍ତି ଅସହାୟ ମାଝୀ ପରିବାର

Turekela/ surendra Tandi ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ସଦର ପଂଚାୟତ  ବୁଡ଼ିବାହାଲ ଗ୍ରାମର ମାନସିଂ ମାଝୀ ଏବଂ ତାରା ମାଝୀ ଦୁଇଜଣ ଅସହାୟ ବୃଦ୍ଧବୃଦ୍ଧା ।ନିଃସନ୍ତାନ ହୋଇଥିବାରୁ ତାଙ୍କର ଦେଖ ରେଖ କରିବାକୁ କେହି ନାହାନ୍ତି। ଭୋଟର ପରିଚୟ ପତ୍ର ଅନୁସାରେ ତାଙ୍କର ବୟସ ଯଥାକ୍ରମେ 57…