ବିଜେପୁର ଉପନିର୍ବାଚନ: ଜୋରସୋରରେ ଚାଲିଛି ବିଜେଡି ପ୍ରଚାର

ବରଗଡ :- ବିଜେପୁର ଉପନିର୍ବାଚନ କୁ ଆଉ ମାତ୍ର 10 ଦିନ ବାକି ରହିଲା । ଏପଟେ  ବିଜେଡିର ପ୍ରାର୍ଥୀ ଶ୍ରୀମତୀ ରୀତା ସାହୁ ଆଜି ନିଜ ବରପାଲି ବ୍ଲକ ର  ନେହେରୁ ନଗର , କଦଲିମୁଣ୍ଡା, ଧାଙ୍ଗେରପାଳି , ଚରାମୁଣ୍ଡା, ତିନକାନୀ , ଇତ୍ୟାଦି ଗ୍ରାମରେ ଡୋର ଟୁ ଡୋର ବୁଲି ପ୍ରଚାର କରି ନିଜ ପାଇଁ ଭୋଟ…

ସରକାରୀ ହିସାବ କମିଟିର ତୃତୀୟ ବୈଠକ

ଭୁବନେଶ୍ୱର: ଆଜି ସରକାରୀ ହିସାବ କମିଟି( ପବ୍ଲିକ୍ ଆକାଉଣ୍ଟସ୍ କମିଟି)ର ତୃତୀୟ ବୈଠକ ଏହାର ଅଧ୍ୟକ୍ଷ ବିରୋଧୀ  ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ବିଧାନସଭା ପ୍ରକୋଷ୍ଠ ନଂ ୫୪ରେ ଅନୁଷ୍ଠିତ ଏହି କମିଟି ବୈଠକରେ ଗ୍ରାମ୍ୟ ଉନ୍ନୟନବିଭାଗ…

ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା

ବରଗଡ :- ଆଜି ବରଗଡ଼ ଜିଲ୍ଲା ବିଜୁ ଜନତା ଦଳର ଜିଲ୍ଲା ସଭାପତି ତଥା ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହାଙ୍କ ନେତୃତ୍ୱରେ ଝାରବନ୍ଧ ବିଜୁ ଜନତା ଦଳ ଏକ ସଭ୍ୟ ସଂଗ୍ରହ ଅଭିଯାନ ତଥା ଜନସମ୍ପର୍କ ପଦଯାତ୍ରା ର ଆୟୋଜନ କରିଥିଲା । ଝାରବନ୍ଧ ବ୍ଲକ ର ଲାଉଡିଦରହା…

ଶୌଚପାଇଁ ଯାଇଥିବା ବେଳେ ଭାଲୁ ଆକ୍ରମଣ : ମହିଳା ଗୁରୁତର

ଦାୟିତ୍ବହୀନ ବନ ବିଭାଗ : ଖବର ପାଇଁ ବି ଆସିନି   ଆଠମଲ୍ଲିକ /ସନ୍ତୋଷ ମେହେର :: ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତ ନାକଟିଦେଉଳ ଗ୍ରାମର ବିମଳା ପେରେକ (40) ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି I ସୂଚନା ମୁତାବକ ବିମଳା ଆଜି ସକାଳୁ ଶୌଚପାଇଁ ଯାଇଥିବା ସମୟରେ ଭାଲୁଆକ୍ରମଣ କରିଥିଲା I…

 ସରକାରୀ ମାଲ ଦରିଆ ମେ ଡାଲ, ଠିକାଦାର ଯନ୍ତ୍ରୀ  ମାଲେ ମାଲ ।

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ନିର୍ମାଣ ଯୋଜନା : ଗ୍ରାମ୍ୟ ଉନ୍ନୟନ ବିଭାଗର ଜ୍ଞାତରେ ନୀତିରେ ଚାଲିଛି ନିମ୍ନମାନର ରାସ୍ତା ନିର୍ମାଣ । କାମ ଏତେ ମଜଭୁତ ଯେ ହାତରେ ଟେକି ଆଣିଲେ ଚକୁଳି ପରି ଉଠି ଆସୁଛି ପିଚୁ  ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ସଡ଼କ…

ପାଣ୍ଡିଆନଙ୍କ ସମ୍ଭାବ୍ୟ ଗସ୍ତ ପୂର୍ବରୁ ସଜବାଜ…!

ପିଆରଏମ ମେଡ଼ିକାଲ କଲେଜ ପରିଦର୍ଶନ କଲେ ଜିଲ୍ଲାପାଳ ଭରଦ୍ୱାଜ ବାରିପଦା(ଦିଲ୍ଲୀପ ମହାନ୍ତି )- ଅକ୍ଟୋବର ୯ ବୁଧବାର ଲୋକଙ୍କ ନିକଟରେ ସ୍ୱାସ୍ଥ୍ୟସେବା ଠିକେ ଭାବେ ପହଁଞ୍ଚୁଛି କି ନାହିଁ ଏହାକୁ ନେଇ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଜିଲା ଗସ୍ତରେ ଯାଇ ମେଡ଼ିକାଲ…

ନବୀନ ଦଣ୍ଡ : ଗଡ଼ିଲା ମୁଣ୍ଡ

ଭୁବନେଶ୍ବର: ଆଗରୁ ମନ୍ତ୍ରୀମାନଙ୍କ ମୁଣ୍ଡ ଗଡୁଥିଲା, ଅଫିସରମାନେ ସୁନା ପୁଅ ଥିଲେ | ସେମାନଙ୍କୁ ହାତମରା ଯାଉନଥିଲା | ହେଲେ ପଂଚମପାଳିଲେ ନବୀନ ବାବୁ ଅନୁଭବ କଲେ ଯେ  ପ୍ରଶାସନକୁ ଦୁର୍ନୀତିମୁକ୍ତ କରିବା ପାଇଁ ହେଲେ ଦୁର୍ନୀତି ଗ୍ରସ୍ତ ତଥା ଅଭ୍ୟାସଗତ ଅସାଧୁ ଅଧିକାରୀଙ୍କ ବିରୋଧରେ…

୧୮୦ ରୁ ଉର୍ଦ୍ଧ୍ବ ପିଲାମାନଙ୍କୁ ମାଗଣାରେ ପାଠ୍ୟ ସାମଗ୍ରୀ ବଣ୍ଟନ   

  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଗୁମ୍ମା ବ୍ଲକ ସଦରମହକୁମା ଠାରେ ଉପହାର ହୃଦୟ ସଂସ୍ଥା ଦ୍ୱାରା ଗରିବ ଶ୍ରେଣୀର  ପ୍ରଥମ ରୁ ଦ୍ୱାଦଶ ପର୍ଯ୍ୟନ୍ତ ପାଠ ପଢୁଥିବା ପିଲାମାନଙ୍କୁ ମାଗଣାରେ ପାଠ୍ୟ ପୁସ୍ତକ ଆଦି ସମଗ୍ରୀ ବଣ୍ଟନ କରାଯାଇଛି।  ଏଥିରେ ମୁଖ୍ୟ ଅତିଥି…

ଜଗତସିଂହପୁର ଜିଲ୍ଲାର ସବୁ ବ୍ଲକରେ ହେବ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ୨୦୧୯

ଜଗତସିଂହପୁର:(ରମେଶ ମହାନ୍ତି):-ଜଗତସିଂହପୁର ଜିଲ୍ଲାରେ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଭିନ୍ନକ୍ଷମ ପ୍ରମାଣପତ୍ର ସହିତ ଅନ୍ୟାନ୍ୟ ସହାୟତା ପ୍ରଦାନ ପାଇଁ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅଭିଯାନ ଆସନ୍ତା ଅକ୍ଟୋବର ୧୭ତାରିଖରୁ ଜିଲ୍ଲାର ସମସ୍ତ ବ୍ଲକ ଓ…

ଜଗତସିଂହପୁର ଜିଲ୍ଲାରେ ଫନୀ ବାତ୍ୟାର ଘରଭଙ୍ଗା ସହାୟତା ପ୍ରଦାନ

ଜଗତସିଂହପୁର:(ରମେଶ ମହାନ୍ତି):-ଜଗତସିଂହପୁର ଜିଲ୍ଲାରେ ଫନୀ ବାତ୍ୟାରେ ପ୍ରଭାବିତ ହୋଇଥିବା ଲୋକମାନଙ୍କ ସହାୟତା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ ପ୍ରଥମ ପର୍ଯ୍ୟାୟରେ ସମୁଦାୟ ୨କୋଟି ୯୨ଲକ୍ଷ ୬୪ହଜାର ଏକଶହ ଟଙ୍କା ଘରଭଙ୍ଗା ସହାୟତା ରାଶି ମଞ୍ଜୁର କରାଯାଇ ସମ୍ପୃକ୍ତ ତହସିଲଦାର ମାନଙ୍କୁ…