ବିଭିନ୍ନ ଦାବୀ ନେଇ ଡିୱାଇଏଫଆଇର ଯୁବ-ପଦଯାତ୍ରା ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବିଭିନ୍ନ ଦାବୀ ଗୁଡିକୁ ନେଇ ଗଜପତି ଜିଲ୍ଲା କମିଟିର"ଭାରତର ଗଣତାନ୍ତ୍ରିକ ଯୁବ ଫେଡ଼େରେସନ(ଡିୱାଇଏଫଆଇ) ପକ୍ଷରୁ ଜିଲ୍ଲା ଆଦିବାସୀ ଅଧିକାର ମଞ୍ଚ ସହଯୋଗରେ ଜିଲ୍ଲାର କାଶୀନଗର ବ୍ଲକର ଅଲଡା ଠାରୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ଯୁବ-ପଦଯାତ୍ରା…