ବାରିପଦା ପୌରପରିଷଦ : ସଫେଇକୁ ନେଇ ଜନସାଧାରଣ ଓ ସଫେଇ କର୍ମଚାରୀ ମୁହାଁମୁହିଁ, ଥାନାରେ ମାମଲା

ବାରିପଦା(ଦିଲ୍ଲୀପ ମହାନ୍ତି )-  ବାରିପଦା ପୌରପରିଷଦରେ ସଫେଇକୁ ନେଇ ଆଜି ପୌରବାସୀ ଓ ସଫେଇ କର୍ମଚାରୀ ମୁହାଁମୁହିଁ ହେବା ସାଙ୍ଗକୁ ଉଭୟ ପକ୍ଷରୁ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୁଲିସ ପୃଥକ ଭାବେ ଦୁଇଟି ମାମଲା ରୁଜୁ କରିବା ସଂଗେସଂଗେ ଉଭୟ ପକ୍ଷଙ୍କ ଅଭିଯୋଗକୁ ଭିତ୍ତି…

ଲକ ଡାଉନ ଏରିଆରେ ବ୍ୟାଙ୍କଗୁଡ଼ିକ ଖୋଲିବ  ସକାଳ ୧୦ଟାରୁ ଦିନ  ୨ଟା ପର୍ଯ୍ୟନ୍ତ

 ୨ ଜଣରୁ କମ୍ ବା ୭ ଜଣରୁ ଅଧିକ  ଷ୍ଟାଫ୍ ବ୍ୟାଙ୍କରେ ନିୟୋଜିତ କରିବେ ନାହିଁ | କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶନାମା ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଓଡ଼ିଶାର ବ୍ୟାଙ୍କଗୁଡ଼ିକୁ ରାଜ୍ୟ…

ଜାମଶୋଳାଠାରେ ଝାରଖଣ୍ଡ ପୋଲିସ ଓ ପଶ୍ଚିମବଙ୍ଗ ପୋଲିସ ଦ୍ବାରା ସୀମା ଲକଡାଉନ

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୁରଭଞ୍ଜ ଜିଲ୍ଲା ଓଡିଶା ସୀମାନ୍ତବର୍ତ୍ତୀ ଅଂଚଳ ଜାମଶୋଳା ଠାରେ ପଶ୍ଚିମବଙ୍ଗ ଏବଂ ଝାରଖଣ୍ଡ ପୋଲିସ ଦ୍ବାରା ସୀମା ଲକଡାଉନ କରାଯାଇଛି । ପ୍ରକାଶଥାଉକି ଦିନକୁ ଦିନ  କରୋନା ସ୍ଥିତି ଦିନକୁ ଦିନ ଉଦବେଗ ଜନକ ହେଉଥିବା ବେଳେ ଦେଶରେ ବଢିଚାଲିଛି କରୋନା…

ଲକ ଡାଉନର ପ୍ରଭାବ : ରେଢାଖୋଲ ଶୂନଶାନ୍ ।

ରେଢ଼ାଖୋଲ/ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ରାଜ୍ୟ ସରକାର ୫ଟି ଜିଲ୍ଲାକୁ ଲକ ଡାଉନ ଘୋଷଣା କରିବା ପରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ  ପ୍ରଶାସନ ପକ୍ଷରୁ ଅାଜି ବ୍ୟାପକ ପଦକ୍ଷେପ ନିଆଯାଇଛି। ବସ ଚଳାଚଳକୁ ବନ୍ଦ କରାଯିବାପରେ ଦୋକାନ ବଜାର ବନ୍ଦ କରାଯାଇଛି। ସେହିପରି…

ହୀରକ ଜୟନ୍ତୀ ପାଳନ ସ୍ଥଗିତ

ପଦ୍ମପୁର(ଶାସକ ପ୍ରଶାସକ) ସମଗ୍ର ଦେଶ ତଥା ରାଜ୍ୟରେ ଭୟଙ୍କର ରୂପ ନେଇଥିବା କରୋନା ଆତଙ୍କର ମୁକାବିଲା କରିବାପାଇଁ  କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା କଟକଣାକୁ ସମ୍ମାନ ଜଣାଇବା ଆମ ସମସ୍ତଙ୍କ ଜାତୀୟ କର୍ତ୍ତବ୍ୟ । ବର୍ତ୍ତମାନ ପରିସ୍ଥିତିରେ କୌଣସି ଉତ୍ସବ ପାଳନ କିମ୍ବା ସମାରୋହ…

ନିତେଶ ଗଙ୍ଗଦେବ ୧୪ ଦିନ ଯାଏଁ ସପରିବାର ହୋମ୍ ଆଇସୋଲେସନରେ

ସମ୍ବଲପୁର/(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଲୋକସଭା ସାଂସଦ  ନିତେଶ ଗଙ୍ଗଦେବ ଆଜିଠାରୁ ୧୪ ଦିନ ଯାଏଁ ସପରିବାର ସଙ୍ଗରୋଧ ବା ହୋମ୍ ଆଇସୋଲେସନରେ ରହିବେ ବୋଲି ଘୋଷଣା କରିଛନ୍ତି। ତାଙ୍କର ସାନ ପୁଅ କେମ୍ବ୍ରିଜ (ୟୁକେ)ରୁ ଫେରିଛନ୍ତି ଏବଂ ଭଗବାନଙ୍କ କୃପାରୁ ସେ ଭଲ ଅଛନ୍ତି। କିନ୍ତୁ…

 କରୋନା ମୁକାବିଲା : ଲକ ଡାଉନ, ସମ୍ବଲପୁର ଠପ

http://www.youtube.com/watch?v=NN1KzR7swqk ସମ୍ବଲପୁରରୁ ରଚନା ଦ୍ବିବେଦୀ:  ବିଶ୍ୱରେ ଦେଖାଦେଇଥିବା ମହାମାରୀ କରୋନା ରୋଗର ମୁକାବିଲା ପାଇଁ ଚାରିଆଡ଼େ ସଚେତନତା ସୃଷ୍ଟି କରାଯାଉଛି। ଏହି ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ସହର ଗୁଡିକୁ  ଲକ୍‌ଡାଉନ୍‌…

ବିଜୁ ଜନତା ଦଳର ସମସ୍ତ ବିଧାୟକ, ସାଂସଦ ମାର୍ଚ୍ଚ ୨୯ ସୁଧା ତିନିମାସର ଦରମା ପ୍ରଦାନ କରନ୍ତୁ 

http://www.youtube.com/watch?v=TZh-Hc-4rq4 ବିଜୁ ଜନତା ଦଳର ସମସ୍ତ ବିଧାୟକ, ସାଂସଦ ମାର୍ଚ୍ଚ ୨୯ ସୁଧା ତିନିମାସର ଦରମା ପ୍ରଦାନ କରନ୍ତୁ  ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବୋଲି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଅନୁରୋଧ…

କରୋନା  ମୁକାବିଲା ପାଣ୍ଠି : ମୁଖ୍ୟମନ୍ତ୍ରୀ ଦାନ କଲେ ତିନିମାସର ଦରମା 

ଉଦାର ହୃଦୟରେ ଦାନ କରିବାକୁ ମୁଖ୍ୟମନ୍ତ୍ରୀ କଲେ ନିବେଦନ  ଭୁବନେଶ୍ୱର(ଶାସକ ପ୍ରଶାସକ)) ଏଭଳି ତିରୋଟ ସମୟରେ ଆମକୁ ସମସ୍ତଙ୍କୁ ସଂବେଦନଶୀଲ ହେବାର ଆବଶ୍ୟକତା ରହିଛି | କୋବିଦ-୧୯ ସମଗ୍ର  ବିଶ୍ୱ  ପାଇଁ ଗୋଟାଏ ବଡ ଆହ୍ବାନ ସୃଷ୍ଟି କରିଛି | ମାନବିକ କାର୍ଯ୍ୟ ଜାରି ରଖିବା ପାଇଁ ଏ ସମୟରେ…

ଆଉ ୯ ଟି ଜିଲ୍ଲାରେ ଲକ ଡାଉନ କାଲି ସକାଳୁ ଆରମ୍ଭ 

ଲକଡାଉନକୁ କଡାକଡି ଭାବେ ପାଳନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ  ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଜନିତ ଅଭିଯୋଗ ପାଇଁ ହେଲ୍ପ ଲାଇନ ନ ୧୫୫୩୩୫ ରାଜ୍ୟରେ ବସ ଓ ରେଳ ସେବା ପୁରା ବନ୍ଦ, ବ୍ଲକ ହେଲା ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡ  ଭୁବନେଶ୍ୱର: କରୋନା ପରିପ୍ରେକ୍ଷୀରେ  ରାଜ୍ୟ ସରକାର ପୂର୍ବରୁ…