ଛାଡିବାକୁ ଆସିଥଲେ : ହେଲେ ପୁଣି ଯୋଡି ହୋଇଗଲେ ସ୍ଵର୍ଣ
ମନ ବଦଳିଗଲା, ପୁଣି ଚାଲିଲା ସଂସାର ନୌକା
ଓଡ଼ଗାଁ ଥାନାଧୀକାରିଣୀଙ୍କ ମାନବୀୟ ହସ୍ତକ୍ଷେପ ଯୋଗୁ ହେଲା ସମ୍ଭବ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ସମାଜରେ ବିଭିନ୍ନ ଘଟଣାକୁ ନେଇ ପରିବାର ମାନଙ୍କ ଭିତରେ ପାର୍ଥକ୍ୟ ଏବଂ ଦୂରତା ବଢିବାରେ ଲାଗିଛି । କିଛିଲୋକ ଏହି ଦୁରତ୍ୱକୁ କମାଇବା ବଦଳରେ…