ସମାଧାନ ସମାରୋହ-୨୦୨୬ ( ବିଶେଷ ଲୋକ ଅଦାଲତ)
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସମସ୍ତ ଅଧିବକ୍ତା , ମକଦ୍ଦମାକାରୀ ଓ ସାଧାରଣ ଜନସାଧାରଣଙ୍କୁ ଏହିମାଧ୍ୟମରେ ସୂଚିତ କରାଯାଉଛି ଯେ, ‘ସହଭାଗୀ ନ୍ୟାୟ' ଓ 'ଲୋକଙ୍କ ନିକଟରେ ନ୍ୟାୟିକ ସେବା'କୁ ପ୍ରୋତ୍ସାହନ ଦେବା ନିମନ୍ତେ ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ "ସମାଧାନ…