କ୍ୟାନସର ପୀଡ଼ିତଙ୍କ ବାସ ଭବନ ରେ ବିଧାୟକ
ସମସ୍ତ ପ୍ରକାର ସୁବିଧା ଯୋଗାଇଦେବେ ବୋଲି ଦେଲେ ପ୍ରତିଶ୍ରୁତି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମ୍ମା ଗ୍ରାମ ପାଇକ ସାହିର ବୁଟୁ ମହାନ୍ତି ଜଣେ ବ୍ୟକ୍ତି ଦୀର୍ଘ ଦିନ ହେବ କ୍ୟାନସର ରୋଗ ରେ ପୀଡ଼ିତ ହୋଇଥିଲେ। ସେ ଦାଦନ ଖଟିବାକୁ…