ତାଲାବନ୍ଦ ବଢାଇଲା ଶ୍ରମିକଙ୍କ ଦୁଃଖ
ପାଟଣାଗଡ/ବିମଳ କୁମାର ବାଗ : କରୋନା ମୁକାବିଲା କରିବା ପାଇଁ ତୃତୀୟ ପର୍ଯ୍ୟାୟରେ ସାରା ଦେଶ ଲକ୍ଡାଉନ୍ ରହିଛି। ଏହି ସମୟରେ ଜରୁରୀକାଳୀନ ସେବା ଯାଗାଉଥିବା ସଂସ୍ଥାକୁ ଛାଡ଼ି ଦେଲେ ଅନ୍ୟ ସମସ୍ତ ସଂସ୍ଥା ବନ୍ଦ ରହିଛି। ଏହାର ପ୍ରଭାବ ଏବେ ଅନ୍ୟ ରାଜ୍ୟରେ ରହି କାମ କରୁଥିବା ଶ୍ରମିକଙ୍କ ଉପରେ…