ଅସହାୟ ପ୍ରବାସୀ ଶ୍ରମିକଙ୍କ ଘରବାହୁଡା ରେଳ ଭଡା ବହନ କରିବ ଜାତୀୟ କଂଗ୍ରେସ 

0 2

ନୂଆଦିଲ୍ଲୀ : ପ୍ରବାସରୁ ଫେରୁଥିବା ପ୍ରତି ଅସହାୟ ଶ୍ରମିକଙ୍କ ରେଳ ଭଡା ବହନ କରିବା ଭାରତୀୟ ଜାତୀୟ କଂଗ୍ରେସ | ଲକ ଡାଉନ ସମୟରେ ଶ୍ରମିକ ଖଟିଖିଆ ତଥା ପ୍ରବାସୀଙ୍କ ଦୁର୍ଦ୍ଦଶା ବିଷୟରେ ବହୁବାର ଉଠାଇ ଆସିଥିବା କଂଗ୍ରେସ ଏବେ ନିଜ ନିଜ ରାଜ୍ୟର  ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦିନରେ ଠିଆ ହେବା ପାଇଁ ସବୁ ପ୍ରଦେଶ କଂଗ୍ରେସକୁ ନିର୍ଦ୍ଦେଶ ଦେଇଛନ୍ତି ଏଆଇସିସି ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିର୍ଦ୍ଦେଶ ଦେଇଛନ୍ତି | 

 

Leave A Reply

Your email address will not be published.