ପାଞ୍ଚ ଲକ୍ଷ ଟଙ୍କାର ବିଲ ପାଇଁ ୩୦୦୦୦ ଟଙ୍କା ଲାଞ୍ଚ, ମାନେ ପୁରା ୬ ପରସେଣ୍ଟ
୩୦ହଜାର ଲାଞ୍ଚ ନେଇ ଡାଟା ଅପରେଟର ଭିଜିଲାନ୍ସ ହାତରେ ଗିରଫ !
ଭଦ୍ରକ(ସତ୍ୟଭୂଷଣ ସ୍ୱାମୀ) : ଦୁର୍ନୀତିରେ ଉବୁଟୁବୁ ଭଦ୍ରକ ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟରେ ରେଡ କରିଥିଲା ଭଦ୍ରକ ଭିଜିଲାନସ ବିଭାଗ | । ଖାପଚରେ ପଡ଼ିଥିଲେ ଡାଟା ଏଣ୍ଟ୍ରି ଅପରେଟର ପ୍ରିୟବ୍ରତ ପଣ୍ଡା | ବିଲ କରିବା ପାଇଁ…