ସଦଭାବନା ଓ ଭାତୃତ୍ୱ ଅତ୍ୟନ୍ତ ବଳିଷ୍ଠ ହେବା ପାଇଁ ମହୋତ୍ସବ ଏକ ଅନନ୍ୟ ମାଧ୍ୟମ : ଡ଼ ଅରୁଣ
ଜମିଲା ଶିଶୁପାଳଗଡ ମହୋତ୍ସବର ତୃତୀୟ ସଂଧ୍ୟା, ରବିବାର ଉଦ୍ଯାପନୀ ସନ୍ଧ୍ୟାରେ ଝଲସିବେ ଓଲିଉଡ଼ ତାରକା
- ରିତୁରାଜ ମହାନ୍ତିଙ୍କ ସୁଫି ସଂଗୀତରେ ଝୁମିଲେ ଦର୍ଶକ
- ଇଣ୍ଡିଆସ୍ ଗଟ ଟ୍ୟାଲେଣ୍ଟରେ ପ୍ରସିଦ୍ଧ ଲାଭ କରିଥିବା ନୃତ୍ୟ ନିର୍ଦ୍ଦେଶକ ହରିହର ଦାଶଙ୍କ ଚିତ୍ତାକର୍ଷକ ନୃତ୍ୟ ।…