କି ହୀନ ମାନସିକତା : ଭଲ ପଢିଲେ ବି ଆକ୍ରୋଶ, ହୋଇପାରେ ଆକ୍ରମଣ

 ଦଶମ ଶ୍ରେଣୀ ଛାତ୍ରୀଙ୍କ ଘରେ ପଶି ଆକ୍ରମଣ ଘଟଣାରେ ଥାନାରେ ଏତଲା ରାୟଗଡ(ସରୋଜ ସାହୁ) : ଦଶମ ଶ୍ରେଣୀର ଜଣେ ମେଧାବୀ ଛାତ୍ରୀ ବିଦ୍ୟାଳୟରେ ଭଲ ପାଠ ପଢୁଥିବା ସହ ସମସ୍ତ କ୍ଷେତ୍ରରେ ଆଗୁଆ ରହୁଥିବାରୁ ଆକ୍ରୋଶମୂଳକ ଭାବେ ଛାତ୍ରୀଙ୍କୁ ଆକ୍ରମଣ କରିଛନ୍ତି ମୁଖାପିନ୍ଧା ୩ଜଣ ଦୁର୍ବୁତମାନେ ।…

 ଲଭ….ସେକ୍ସ ……ଧୋକା….

ବିବାହର ପ୍ରତିଶୃତି ଦେଇ ପ୍ରେମିକାକୁ ପ୍ରତାରଣା ଅଭିଯୋଗରେ ପ୍ରେମିକ ଗିରଫ ରାୟଗଡ(ସରୋଜ ସାହୁ) : ରାୟଗଡ ଜିଲ୍ଳା ଚାନ୍ଦିଲି ଥାନା ଅନ୍ତର୍ଗତ ଥେରୁବାଲି ଗ୍ରାମର ଜଣେ ଯୁବତୀ ସହ ୧୦ବର୍ଷ ପ୍ରେମ ସଂପର୍କ ରଖିବା ପରେ ଜଣେ ଯୁବକ ବିବାହ ପାଇଁ ମନା କରିଦେବାରୁ ଥାନାର ଦ୍ୱାରସ୍ଥ ହୋଇଛନ୍ତି…

 ପଲସ ପୋଲିଓ କାର୍ଯ୍ୟକ୍ରମର  ଶୁଭାରମ୍ଭ

ପଦ୍ମପୁର,(ଶାସକ ପ୍ରଶାସକ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ପଲସ ପୋଲିଓ କାର୍ଯ୍ୟକ୍ରମ ଶୃଙ୍ଖଳିତ ଭାବେ ଶୁଭାରମ୍ଭ ହୋଇଛି। ସି.ଏଚ୍.ସିର କାର୍ଯ୍ୟରତ ମେଡିକାଲ ଅଫିସର୍ ଡାକ୍ତର ମନସ୍ମିତା ଦଲେଇ…

ଗଜପତି ଜିଲ୍ଲା ସ୍ତରୀୟ ୩ ଦିନିଆ “ପଲସ୍-ପୋଲିଓ” କାର୍ଯ୍ୟକ୍ରମର ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ରବିବାର ଦିନ ଜିଲ୍ଲା ବ୍ୟାପି  ୩ ଦିନିଆ "ପଲସ୍-ପୋଲିଓ" କାର୍ଯ୍ୟକ୍ରମର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି।   ଏହି ଶୁଭାରମ୍ଭ କାର୍ଯ୍ୟକ୍ରମର ଆୟୋଜିତ…

ପୁରେନା ଗୋଁଡ କ୍ଷତ୍ରିୟ ସମାଜର ବାର୍ଷିକ ବୈଠକ 

ପଦ୍ମପୁର,(shasak prashasak): ପାଇକମାଲ ବ୍ଳକ ବରତୁଣ୍ଡା ଗ୍ରାମ ପଞ୍ଚାୟତ ପୁରେନା ସର୍କଲ ଗୋଁଡ କ୍ଷତ୍ରିୟ ସମାଜର ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୁରେନା ସର୍କଲ ଗୋଁଡ କ୍ଷତ୍ରିୟ ସମାଜର ସଭାପତି ବିଶ୍ବନାଥ ଧରୁଆଙ୍କ ସଭାପତିତ୍ବରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା।…

ବୋଡାସମ୍ବର କପ କ୍ରିକେଟ ଉଦଯାପିତ: ଆରୱାଇସିସି ରାଉରକେଲା ଚମ୍ପିଆନ

ପଦ୍ମପୁର,(ଶାସକ ପ୍ରଶାସକ): ବୋଡାସମ୍ବର ସ୍ପୋର୍ଟିଙ୍ଗ ଆନୁକୂଲ୍ୟରେ ପଦ୍ମପୁର ରାଜ ବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ଚାଲିଥିବା ୨୬ତମ ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜିର ଅନୁଷ୍ଠିତ ହୋଇଥିବା ସଂଘର୍ଷ ପୂର୍ଣ୍ଣ ଫାଇନାଲ ମ୍ୟାଚ ରେ ୟୁନିୟନ…

ଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

ବାରିପଦା/ ଦିଲ୍ଲୀପ ମହାନ୍ତି - ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ। ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହିତ ରାସ୍ତା ଅବରୋଧ କଲେ ସ୍ଥାନୀୟ ଅଞ୍ଚଳବାସୀ। ବାରିପଦା ସଦର ଥାନା ଅନ୍ତର୍ଗତ ବାରିପଦା-ଜଳେଶ୍ବର ମୁଖ୍ୟ ୬୧ନଂ ରାଜ୍ୟ ରାଜପଥର ଶଙ୍ଖାଭଙ୍ଗା ଛକ ନିକଟରେ ସଡକ ଦୁର୍ଘଟଣାରେ…

ଦେଖନ୍ତୁ 5 ଟି :ପୋଲିଓ ପ୍ରହସନ , ବାଜି ଲାଗିଲା ପିଲାଙ୍କ ଜୀବନ

5 ଟି ସଚିବ ନଜର ଦେବେ କି !!!!! http://www.youtube.com/watch?v=qnNiPBCFE78 ଜାମସେଠ:/ ରାଜେନ୍ଦ୍ର ପ୍ରଧାନ -ବରଗଡ଼ ଜିଲ୍ଲା  ପାଇକମାଲ ବ୍ଲକ ର ଜାମସେଠ ଓ  ବରତୁଣ୍ଡା ଗ୍ରାମପଞ୍ଚାୟତର ବିଭିନ୍ନ ପୋଲିଓ ଶିବିର କୁ ସକାଲ ୮ଟା ରୁ ସମସ୍ତେ ରେଡ଼ି ।  ଛୁଆ ରେଡ଼ି । ହେଲେ ଏ ଯାଏ ୯ଟା୪୫…

ଅମିତାଭ ସ୍ମାରକୀ କ୍ରିକେଟ୍: ଫୁଲବାଣୀ ସେମିରେ

ବୀରମହାରାଜପୁର -(ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ କମିରାଠାରେ ଚାଲିଥିବା ଅମିତାଭ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଫୁଲବାଣୀ ଦଲ ସେମିଫାଇନାଲ କୁ ପ୍ରବେଶ କରିଛି ।  ଆଜି ପ୍ରଥମ ମ୍ୟାଚରେ ବାଗଡିଆ ଓ ଫୁଲବାଣୀ ମଧ୍ୟରେ ହୋଇଥିଲା ।…

ଇଭିଏମ ହଟାଅ ଗଣତନ୍ତ୍ର ବଞ୍ଚାଅ” ର ନାରା ନେଇ 10 ରାଜ୍ୟ-4600 କିମି ପଦଯାତ୍ରା ବୁଲି ସାରିଲେଣି ଧିଲୋନ

  ଭୁବନେଶ୍ୱର:  ''ଇଭିଏମ ହଟାଅ ଗଣତନ୍ତ୍ର ବଞ୍ଚାଅ'' ର ନାରା ଦେଇ ଉତ୍ତରାଖଣ୍ଡରୁ ଦୀର୍ଘ 6500 କିଲୋମିଟର ପଦଯାତ୍ରାରେ ବାହାରିଥିବା ଶ୍ରୀ ଓଁକାର ସିଂ ଧିଲୋନ 10 ଟି ରାଜ୍ୟ ଓ 4600 କିଲୋମିଟର ପଦଯାତ୍ରା ଶେଷକରି ଏବେ ଓଡିଶା ରାଜ୍ୟ ମଧ୍ୟରେ ତାଙ୍କର ପଦଯାତ୍ରା ଜାରିରଖିଛନ୍ତି । ଓଡିଶା…