ହାଟଡିହିରେ ପୁଣି ଦୁଇ କରୋନା ଆକ୍ରାନ୍ତ ଚି଼ହ୍ନଟ

0

ହାଟଡିହି/ ମକରଧ୍ୱଜ ଜେନା :-କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ରେ ପୁଣି ଦୁଇ  କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛି । ଜିଲାପାଳ ଆଶିଷ ଠାକରେ ଏ ନେଇ  ସୂଚନା ଦେଇଛନ୍ତି । ଆକ୍ରାନ୍ତ ଦ୍ବୟ ଢେଙ୍କା ଓ ଧନୁର୍ଜୟପୁର  ପଞ୍ଚାୟତ ର ଅଟନ୍ତି. ଏମାନେ ସୁରଟ ଫେରନ୍ତା ଅଟନ୍ତି. ପୂର୍ବରୁ ପଞ୍ଚୁଗୋଛିଆ ପଂଚାୟତ ହୀରାପୁର ଗ୍ରାମରେ ଜଣେ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଥିଲେ ।. ଦୁଇ ପଞ୍ଚାୟତରେ କରୋନା ଆକ୍ରାନ୍ତ ଚି଼ହ୍ନଟ ପରେ  ଅଞ୍ଚଳ ରେ  ଲୋକ ମାନେ ଭୟ ଭୀତ ହୋଇ ପଡିଛନ୍ତି । ପ୍ରଶାସନ ତରଫରୁ ଗ୍ରାମ କୁ ସିଲ କରାଯାଇଛି.ସୁରଟ ରୁ ଫେରି ପଞ୍ଚାୟତ କ୍ଵାରେଣ୍ଟାଇନ  ରେ ଏହି ଦୁଇ ବ୍ୟକ୍ତି  ଥିଲେ ।

Leave A Reply

Your email address will not be published.