ସିମୁଳିଆ (ଶାସକ ପ୍ରଶାସକ) : କରୋନା ପାଇଁ ଚାରିଆଡେ ଚାଲିଛି ଲକ ଡାଉନ | ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିବା ବେଳେ ତଥାପି ବି ବହୁଲୋକ ଅସହାୟତାର ସହ ଜୀବନ କାଟୁଛନ୍ତି | ରାଜ୍ୟ ଭାଷା ସାହିତ୍ୟ, ସଂସ୍କୁତି ଓ ପର୍ଯ୍ୟଟନ ମନ୍ତ୍ରୀ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କର ନିଦେଶକ୍ରମେ ସିମୁଲିଅ। ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଚାଲିଛି ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ ଜାରି ରହିଛି | ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଛାତ୍ର ଜନତା ଦଳ ଉତ୍ତର ଓଡିଶାର ସଧାରଣ ସମ୍ପାଦକ କମଳାକାନ୍ତ ପଣ୍ଡାଙ୍କ ନେତୃତ୍ବରେ ଦଳର କର୍ମକର୍ତ୍ତାମାନେ ବୁଲି ବୁଲି ସିମୁଳିଆ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଜାଗାରେ ରନ୍ଧା ଖାଦ୍ୟ ଏବଂ ସୁଖିଲା ଖାଦ୍ୟ ବଣ୍ଟନ କରିଛନ୍ତି|
Sign in
Sign in
Recover your password.
A password will be e-mailed to you.