ଜିଲ୍ଲାପାଳ କ୍ଷମତା ପ୍ରୟୋଗ କଲେ ଲଷ୍ମୀପ୍ରସାଦ ସରପଞ୍ଚ

0

ସାରା ପଂଚାୟତକୁ 13 ତାରିଖ ପର୍ଯ୍ୟନ୍ତ ସଟଡାଉନ

ବୋୖଦ୍ଧ(ଦୋଳଗୋବିନ୍ଦ ନାଏକ) : ବୋୖଦ୍ଧ ଜିଲ୍ଲାରେ 4 ଜଣ ସୁରତ ଫେରନ୍ତାଙ୍କ କରୋନା ରିପୋର୍ଟ ପୋଜିଟିଭ ଆସିବା ପରେ ଜିଲ୍ଲା ପ୍ରଶାସନ ତରଫରୁ ତତ୍ପରତା ଦେଖିବାକୁ ମିଳିଛି। ପ୍ରଥମ ଥର 3 ଜଣ ବ୍ୟକ୍ତିଙ୍କ ପିଜେଟିଭ ରିପୋର୍ଟ ଆସିବା ପରେ ସମ୍ପୃକ୍ତ ଅଞ୍ଚଳରେ ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ଲଷ୍ମୀପ୍ରସାଦ ପଂଚାୟତ ସରପଞ୍ଚ। ଲଷ୍ମୀପ୍ରସାଦ ଏବଂ ଜଗତି ପଂଚାୟତରେ ଯାନବାହନ ଚଳାଚଳ ଉପରେ ରୋକ ଲାଗିଥିବା ବେଳେ ଜରୁରୀ କାମ ନଥିଲେ କୌଣସି ବ୍ୟକ୍ତି ଘରୁ ବାହାରକୁ ନବହାରିବା ପାଇଁ କଡା ନିର୍ଦେଶନାମା ଜାରି କରାଯାଇଛି। ତେବେ ଏହି ଅଂଚଳରେ ଥିବା ଔଷଧ ଦୋକାନ ଏବଂ ରାସନ ଦୋକାନ ହିଁ ଖୋଲା ରହିବ ବୋଲି ନିଷ୍ପତ୍ତି ନିଆଯାଇଛି।

Leave A Reply

Your email address will not be published.