କାଲିଠୁ ଦି ଦିନ ପାଇଁ ଓଡିଶା ଆସୁଛନ୍ତି ସାଂସଦ ରୂପା ଗାଙ୍ଗୁଲି
ଭୁବନେଶ୍ୱର,(ଶାସକ ପ୍ରଶାସକ ): ଆସନ୍ତାକାଲି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଜ୍ୟସଭା ସାଂସଦ ଶ୍ରୀମତୀ ରୂପା ଗାଙ୍ଗୁଲୀ । ଶ୍ରୀମତୀ ଗାଙ୍ଗୁଲୀ ଆସନ୍ତାକାଲି ଭୁବନେଶ୍ୱର ବିମାନବନ୍ଦରରେ ସକାଳ ୧୦ ଟାରେ ପହଂଚି ହେଲିକପ୍ଟର ଯୋଗେ ନବରଙ୍ଗପୁର ଜିଲ୍ଲା ରାଇଘର ଗସ୍ତ କରିବେ । ଶ୍ରୀମତୀ…