ଭୁବନେଶ୍ୱର : ଆଜି ପୁଣି ସୁସ୍ଥ ହୋଇଛନ୍ତି ୨୭ କରୋନା ରୋଗୀ | ଏହାଫଳରେ ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ସଂଖ୍ୟା ୧୪୩ରେ ପହଂଚିଛି | ସୂଚନା ଯୋଗ୍ୟ ଯେ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୫୩୮ରେ ପହଂଚି ଥିବା ବେଳେ ଏବେ ରାଜ୍ୟରେ ସକ୍ରିୟ ଅଛନ୍ତି ୩୯୨ ଜଣ | ୩ ଜଣ ଏ ଯାବତ ଏ ରୋଗରେ ପ୍ରାଣ ହରାଇଛନ୍ତି |
Sign in
Sign in
Recover your password.
A password will be e-mailed to you.
Next Post