ଅରୁଣଙ୍କ ମାଛଧରା ସାଙ୍ଗକୁ ନଈ ପହଁରା 

http://www.youtube.com/watch?v=glCxMLjpZnc ବୁଗୁଡ଼ା/ ପୋଲସରାରୁ ସ୍ୱତନ୍ତ୍ର ପ୍ରତିନିଧି : ଯିଏ ଯାହା କୁହନ୍ତୁ, ଓଡିଶା ସରକାରଙ୍କ ମନ୍ତ୍ରୀମାନଙ୍କ ଭିତରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁଙ୍କ କାମ କରିବାର ତରିକା ଟିକେ ନିଆରା | ସମୟର ସବୁଠୁ ଅଧିକ ସୁବିନିଯୋଗ କରିବାରେ…

 ଜୁନାଗଡ ପ୍ରେସ କ୍ଲବ ପକ୍ଷରୁ ଡାକ୍ତର ଖାନାରେ ଫଳ ବଣ୍ଟନ

ଜୁନାଗଡ/ ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲ୍ଲା ଜୁନାଗଡ ପ୍ରେସ କ୍ଲବ ଆନୁକୁଲ୍ୟରେ ଜୁନାଗଡ ଡାକ୍ତର ଖାନାରେ ଫଳ ବଣ୍ଟନ ହୋଇଯାଇଛି | କଳାହାଣ୍ଡି ଜିଲ୍ଲା ଜୁନାଗଡ ଡାକ୍ତରଖାନାରେ  ଆଜି ପ୍ରେସ କ୍ଲବ ସଭାପତି ରଜନୀକାନ୍ତ ବଇଠାରୁଙ୍କ ନେତୃତ୍ଵରେ  ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଛି | ଏହି ଫଳ…

ଚାଲେଞ୍ଜର କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଫାଇନାଲରେ ଭେଟିବେ ମେଲଛାମୁଣ୍ଡା ଓ କୁଚିପାଲି 

ମେଲଛାମୁଣ୍ଡା,(ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ଦିଲଖୁସ ଗ୍ରାଉଣ୍ଡରେ ଜୟ ହନୁମାନ କ୍ଳବ କ୍ରିକେଟ ଏସୋସିଏସନ ଅନୁକୁଲ୍ୟରେ ଚାଲିଥିବା ଦଶମ ଚ୍ୟାଲେଂଜର କପ ୨୦୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶନିବାର ଦିନ ଚତୁର୍ଥ ଦିବସରେ ପହଂଚିଯାଇଛି । ଚତୁର୍ଥ ଦିନରେ ୨ଗୋଟି ମ୍ୟାଚ ଅନୁଷ୍ଠିତ ହୋଇ ଘରୋଇ…

ଜିଲ୍ଲା ସ୍ତରୀୟ ୧୦ମ ଜାତୀୟ ମତଦାତା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା-ପ୍ରଶାସନ ପକ୍ଷରୁ  ଜିଲ୍ଲା ସ୍ତରୀୟ ୧୦ମ ଜାତୀୟ  ମତଦାତା ଦିବସ  ପାଳିତ ହୋଇଯାଇଛି ।    ଏହି ଅବସରରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି…

ମେଲଛାମୁଣ୍ଡା ମହାବିଦ୍ୟାଳୟ ଜାତୀୟ ସେବା ସଂସ୍ଥାର ତରଫରୁ ଡାଇବେଟିସ ପରୀକ୍ଷା ଶିବିର 

ମେଲଛାମୁଣ୍ଡା(ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ମାଟିଆମହୁଲ ଗ୍ରାମରେ ସପ୍ତାହ ବ୍ୟାପି ଚାଲୁଥିବା ସ୍ୱତନ୍ତ୍ର ଜାତୀୟ ସେବା ଶିବର ଅବସରରେ ଲାୟନଓ କ୍ଳବ ଆନୁକୁଲ୍ୟରେ ସନିବାର ଦିନ ନିଶୁକ୍ଳ ଡାଇବେଟିବ ରୋଗର ଚିକିତ୍ସା ଏବଂ ସଚେତନତା ଶିବିର ଅନୁଷ୍ଠିତ …

“ଜନଗଣଙ୍କ ଠାରେ ହିଁ ଗଣତନ୍ତ୍ରର ବାସ୍ତବ ଶକ୍ତି ନିହିତ”

ସାଧାରଣତନ୍ତ୍ର ଦିବସ 2020 ପୂର୍ବ ସଂଧ୍ୟାରେ ମାନନୀୟ ରାଷ୍ଟ୍ରପତି ଶ୍ରୀ ରାମ ନାଥ କୋବିନ୍ଦଙ୍କ ଅଭିଭାଷଣ ନୂଆଦିଲ୍ଲୀ(ପିଆଇବି) :  ମୋର ପ୍ରିୟ ଦେଶବାସୀ,   71ତମ ସାଧାରଣତନ୍ତ୍ର ଦିବସ ପାଳନର ଅବ୍ୟବହିତ ପୂର୍ବରୁ, ମୁଁ ଭାରତରେ ତଥା ବିଦେଶରେ ବସବାସ କରୁଥିବା ଆପଣମାନଙ୍କୁ ସମସ୍ତଙ୍କୁ…

ଅଗଣିତ ପାଠକଙ୍କୁ ଗଣତନ୍ତ୍ର ଦିବସର ହାର୍ଦ୍ଦିକ ଶୁଭେଛା

କିଏ କାହାର ଦାୟିତ୍ୱ ଭୁଲିଗଲା ଭୁଲିଯାଆନ୍ତୁ,  ହେଲେ ଆମେ ଭୁଲିନୁ ଆମ ଉତ୍ତର ଦାୟିତ୍ୱ "ଶାସକ ପ୍ରଶାସକ" ଗଣଙ୍କର ଥିଲା ବଞ୍ଚିଥିବା ଯାଏଁ ଥିବ ଗଣଙ୍କ ସହିତ ଅବିରତ,ସର୍ବଦା ଜାଗ୍ରତ ।   କେଉଁ ସ୍ୱର ହୀନର ସ୍ୱର ସାଜିପାରିଲୁ କେଉଁ ଅସହାୟ ମଣିଷର ଯଦି ସାହା ହୋଇପାରିଲୁ କାହା ଆଖିରୁ…

“…… ତାର ଅଷ୍ଟମ ଗର୍ଭର ସନ୍ତାନ ହେବ ତୋର ମୃତ୍ୟୁର କାରଣ।”

୩୬ ତମ ବିରାଟ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଦ୍ବିତୀୟ ଦିବସ  ଗାଇସିଲେଟ/କେଦାରନାଥ ସାହୁ :ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ ତାଲପାଲିର ୩୬ତମ ବୋଡାସମ୍ବର ବିରାଟ ଧନୁଯାତ୍ରା ମହୋତ୍ସବ ଗତକାଲି ଉପଜିଲ୍ଲାପାଳ ତନ୍ମୟ ଦରୱାନଙ୍କ କରକମଳରେ ଉଦ୍ଘାଟିତ ହେବାପରେ ଆଜି ଦ୍ୱିତୀୟ ଦିବସରେ…

ଘୋଷଣା ହେଲା ପଦ୍ମ ପୁରସ୍କାର : ଏଥର ଓଡିଶାରୁ ଏଗାର

ମନୋଜ ଦାସଙ୍କୁ  "ଭୂଷଣ",  ଅନ୍ୟ ନ ଜଣଙ୍କୁ "ଶ୍ରୀ" ଭୁବନେଶ୍ୱର (ଶାସକ ପ୍ରଶାସକ) ଘୋଷଣା ହୋଇଛି ପଦ୍ମ ପୁରସ୍କାର | ସାରାଦେଶରେ  ୧୪୧ ଜଣ ଙ୍କ ମଧ୍ୟରେ ୭ ଜଣ ପଦ୍ମବିଭୂଷଣ,୧୬ ଜଣ ପଦ୍ମଭୂଷଣ ଏବଂ ୧୧୮ ଜଣ ପଦ୍ମଶ୍ରୀ ସମ୍ମାନ ରେ ହେବେ ସମ୍ମାନିତ ।  ଏଥର ପଦ୍ମ ତାଲିକାରେ ଅଛି ଓଡ଼ିଶାର ୧୧ …

ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଭାରତ-ବ୍ରାଜିଲ ମଧ୍ୟରେ ୧୫ଟି ବୁଝାମଣା

ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶର ସହଯୋଗ ବୃଦ୍ଧି ହେବ - ପ୍ରଧାନମନ୍ତ୍ରୀ ଭାରତ ଏବଂ ବ୍ରାଜିଲର ବନ୍ଧୁତାରେ ନୂଆ ଅଧ୍ୟାୟ ଆରମ୍ଭ - ଧର୍ମେନ୍ଦ୍ର ପ୍ରଧାନ  ଜୈବ ଉର୍ଜା ତଥା ତୈଳ ଓ ଗ୍ୟାସ କ୍ଷେତ୍ରରେ ୨ଟି ଏମଓୟୁ ସ୍ୱାକ୍ଷରିତ  ଦ୍ୱିପାକ୍ଷିକ ଋଣନୈତିକ ସହଯୋଗକୁ ଆହୁରି ମଜବୁତ୍ କରିବା ପାଇଁ…