ଭୁବନେଶ୍ୱର (ଶାସକ ପ୍ରଶାସକ) ପୁଣି କରୋନା ଜାଲରୁ ମୁକ୍ତି ପାଇଲେ ୩୦ ଜଣ | ପୂର୍ବରୁ କରନା ପଜିଟିଭ ଭାବେ ଚିହ୍ନଟ ହୋଇ ଚିକିତ୍ସିତ ହେଉଥିବା ଏହି ୩୦ ଜଣଙ୍କ କ୍ଷେତ୍ରରେ ଏବେ ପରୀକ୍ଷା ପରେ ନେଗେଟିଭ ବାହାରିଛି | ଫଳରେ କୋବିଦ ଜାଲରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ପହଂଚିଛି ୧୯୬ରେ | ମେ ବିଷୟରେ ସୂଚନା ଓ ଲୋକ ସମ୍ପର୍କ ସଚିବ ସଞ୍ଜୟ ସିଂ ସୂଚନା ଦେଇଛନ୍ତି |
Sign in
Sign in
Recover your password.
A password will be e-mailed to you.