“ଲୋକଙ୍କ ଜୀବନଧାରଣରେ ଉନ୍ନତି  ପାଇଁ  “୫ଟି” ସହ  “୫-ଜ” ଅତ୍ୟାବଶ୍ୟକ” 

ସଂପର୍କ ଶିବିରରେ “୫ଟି” ଓ “ମୋ ସରକାର”ଙ୍କ ଯୋଜନା ଉପରେ ଆଲୋଚନା ରାୟଗଡ(ସରୋଜ ସାହୁ) ସ୍ଥାନୀୟ ଜି.ସି.ଡି ହାଇସ୍କୁଲ ପଡିଆ ଠାରେ ପଂଚାୟତ ସମିତି ରାୟଗଡ ଓ ଅଦିବାସୀ ସମନ୍ୱିତ ଉନ୍ନୟନ ସଂସ୍ଥା ରାୟଗଡ ତରଫରୁ ଏକ ସଂପର୍କ ଶିବିରର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ…

 ନାଗରିକ ସଂଶୋଧନ ଆଇନର ସମର୍ଥନରେ ବିଜେପିର ପଦଯାତ୍ରା 

ରାୟଗଡ (ସରୋଜ ସାହୁ):  ନାଗରିକ ସଂଶୋଧନ ଆଇନ (ସିଏଏ) ସାରା ଭାରତ ବର୍ଷରେ ଲାଗୁ କରିବା ପାଇଁ ଭାରତୀୟ ଜନତା ପାର୍ଟି ରାୟଗଡ ତରଫରୁ ଏକ ପଦଯାତ୍ରା କାର୍ଯ୍ୟକ୍ରମ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ ହୋଇଥିଲା । ଅନୁଷ୍ଠିତ ହୋଇଥିବା ପଦଯାତ୍ରା କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ପର୍ଶୁରାମ…

ମେଲଛାମୁଣ୍ଡା ଗ୍ରୀଡରେ ବିଦ୍ୟୁତ ବିଭ୍ରାଟ : ଗ୍ରୀଡକୁ ଘେରିଲେ ଉପଭୋକ୍ତା

ମେଲଛାମୁଣ୍ଡା,(ମନୋଜ ଭୋଇ)-ମେଲଛାମୁଣ୍ଡାସ୍ଥିତ ଗ୍ରୀଡରେ ଆଜି ରାତ୍ରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । ନିଜର ହକ ପାଇଁ ପଣ୍ଡରିପାଣି ଓ ବେଲମୁଣ୍ଡା ଗ୍ରାମର ଶତାଧିକ ଉପଭୋକ୍ତା ସଂଧ୍ୟାରୁ ବିଲମ୍ବିତ ରାତ୍ର ପର୍ଯ୍ୟନ୍ତ ଗ୍ରୀଡ ସମ୍ମୁଖରେ ଅପେକ୍ଷାରେ ଥିଲେ ମଧ୍ୟ କୌଣସି ବିଭାଗୀୟ…

ଉତ୍କଳ ଚ୍ୟାମ୍ବର ଅଫ୍ କମର୍ସ ଏବଂ ଇଣ୍ଡଷ୍ଟ୍ରିର ‘ଚାମ୍ବରର୍ସ ଆଜ ଚେଞ୍ଜଡ଼ ଏଜେଣ୍ଟ’ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଉତ୍କଳ  ଚାମ୍ବର ଅଫ୍ କମର୍ସ ଏବଂ ଇଣ୍ଡଷ୍ଟି୍ର ତରପରୁ ଗତ ୨୯ ତାରିଖ ସନ୍ଧ୍ୟା ୬.୩୦ ମିନିଟ୍ ସମୟରେ ନିଜସ୍ୱ ସମ୍ମିଳନୀ କକ୍ଷରେ ‘ଚାମ୍ବରର୍ସ ଆଜ ଚେଞ୍ଜଡ଼ ଏଜେଣ୍ଟ’ ଶୀର୍ଷକ ଆଲୋଚନା ଚକ୍ରରେ ଡ଼କ୍ଟର ବି.ପି. ରାଓ ଯେ କି ବିପିଆର ହାଉସିଂ କନ୍ସଲଟିଙ୍ଗର…

ଚତୁର୍ଥ ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଉଦଘାଟିତ  

ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଗୋଇବାହାଲି ଠାରେ ଶୁକ୍ରବାର ଦିନ ଚତୁର୍ଥ ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ  ଉଦଘାଟିତ ହୋଇଯାଇଛି । ପଲସଦା,କେର୍ମେଲାବାହାଲ,ଭେଙ୍ଗରାଜପୁର ପଞ୍ଚାୟତ ତଥା ପଡୋଶୀ ଗ୍ରାମ ବାସୀଙ୍କ ମିଳିତ ଉଦ୍ୟମରେ ସହଯୋଗ ଅନୁଷ୍ଠିତ ଧନୁଯାତ୍ରା…

୫ ଟି ଓ ମୋ ସରକାରକୁ ଡାକ୍ତରଙ୍କ ଫୁ !!

କମୁନି ଅବହେଳା , ବଦଳୁନି ଆଚରଣ ଆଉ ଥମୁନି ରୋଗୀମୃତ୍ୟୁ ଅଭିଯୋଗ   ବାରିପଦା ପିଆରଏମ ମେଡିକାଲରେ ରୋଗୀମୃତ୍ୟୁ କୁ ନେଇ ଉତ୍ତେଜନା । ବାରିପଦା(ଦିଲ୍ଲୀପ ମହାନ୍ତି )-  ସରକାରୀ ଯୋଜନାର ସଫଳ ରୂପାୟନ ସହ ପ୍ରଶାସନର ସ୍ପନ୍ଦନ ସାଧାରଣରେ ପ୍ରତିଫଳିତ କରାଇବା ନିମନ୍ତେ ୨୦୧୯ ଗାନ୍ଧୀ ଜୟନ୍ତୀରୁ…

ସହିଦ୍ ଦିବସ ପାଳନ ଅବସରରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି  ଓ ନୀରବ ପ୍ରାର୍ଥନା

ବାରିପଦା-(ଦିଲ୍ଲୀପ ମହାନ୍ତି) : ଜାତିର ଜନକ ମହତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ସହିଦ୍ ଦିବସ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ତତ୍ୱାବଧାନରେ ଗାନ୍ଧୀଙ୍କ ୧୫୦ ତମ ପୁର୍ତ୍ତୀ ପାଳନ କମିଟି ଆନୁକୂଲ୍ୟରେ ପାଳିତ ହୋଇଯାଇଅଛି । ଏହି ଉପଲକ୍ଷେ ପୂର୍ବାହ୍ନରେ ବାରିପଦା ପୌରାଂଚଳ ସ୍ଥିତ ଗାନ୍ଧୀପାର୍କ ଠାରେ…

ଜିଲ୍ଲା ପ୍ରଶାସନ ଜାରି କଲା ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟସୂଚୀ 

ବାରିପଦା-(ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ଫେବୃୟାରୀ ମାସ ପାଇଁ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିର କାର୍ଯ୍ୟକ୍ରମ ନିର୍ଦ୍ଧାରିତ ହୋଇଅଛି । ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ତତ୍ୱାବଧାନରେ ମିଳିତ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଯଥାକ୍ରମେ ଫେବୃଆରୀ ୩ ପ୍ରଥମ…

ପାଲବଣି-କେସି ସର୍କଲ ଉଡ଼ନ୍ତା ପୋଲ ନିର୍ମାଣ : ରୋଜଗାର ହରାଉଥିବା ବ୍ୟବସାୟୀ ଜିଲ୍ଲାପାଳଙ୍କୁ ଜଣାଇଲେ ଥଇଥାନ ଦାବି 

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦ ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥର ପାଲବଣିରୁ କେସି ସାର୍କଲ ମୁଖ୍ୟ ରାସ୍ତାରେ ଉଡ଼ନ୍ତା ପୋଲ ନିର୍ମାଣ ନିମନ୍ତେ ପୂର୍ତ୍ତ ଓ ନିର୍ମାଣ ବିଭାଗ ପକ୍ଷରୁ ମାପ ଚୁଖ କରାଯିବା ସାଙ୍ଗକୁ ବୋରିଂ କରାଯାଇ ମାଟି ପରୀକ୍ଷା ଆରମ୍ଭ ହୋଇଛି…