ଘରୋଇ ବିମାନସେବା ମେ ୨୫ରୁ !
ନୂଆଦିଲ୍ଲୀ (ଏସପିବି) : କରୋନା ମହାମାରୀ କାରଣରୁ ବନ୍ଦ ଥିବା ବିମାନ ସେବା ପୁଣି ଠାରେ ଆରମ୍ଭ ହେବାକୁ ଯାଉଛି | ଲକ ଡାଉନ ମେ ୩୧ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ବେଲେ ମେ ୨୫ ତାରିଖରୁ ପର୍ଯ୍ୟାୟ କ୍ରମେ ଘରୋଇ ବିମାନସେବା ଆରମ୍ଭ କରିବା ପାଇଁ ପ୍ରସ୍ତୁତି ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ…