କରୋନା  ଜାଲରୁ ମୁକୁଳିଲେ ୩୬ ଆକ୍ରାନ୍ତ 

0 1

ଭୁବନେଶ୍ୱର(ଶାସକ ପ୍ରଶାସକ) : ଏପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଟପି ଥିବା ବେଳେ  ଆଇ ୩୬ଜଣ ଆକ୍ରାନ୍ତ  କରୋନା କବଳରୁ ପାଇଛନ୍ତି ମୁକ୍ତି | ଏହାଫଳରେ ରାଜ୍ୟରେ କରୋନା କବଳରୁ ମୁକ୍ତି ପାଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ପହଂହିଲା ୩୪୩ରେ | ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମର ୨୩ ଜଣ, ଯାଜପୁରର ୫ଜଣ , ମୟୁରଭଞ୍ଜର ୩ ଜଣ, ପୁରୀ ଓ ଭଦ୍ରକରୁ ଦୁଇଜଣ ଜଣ ଲେଖାଏ ଓ ରାଉରକେଲାରୁ ଜଣେ ସାମିଲ | 

Another 36 #COVID19 patients have recovered and are being discharged. 23 are from Ganjam 5 from Jajpur 3 from Mayurbhanj 2 each from Puri and Bhadrak, and 1 from Rourkela The total recovered cases of Odisha now stand at 343.

Leave A Reply

Your email address will not be published.