ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ସମ୍ପର୍କିତ କର୍ମଶାଳା ସ୍ଥାନୀୟ ବ୍ଲକ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା କେନ୍ଦ୍ର ନୟାଗଡ଼ ଦ୍ୱାରା ଆୟୋଜିତ କର୍ମଶାଳାରେ ବ୍ଲକ ଅଧ୍ୟକ୍ଷା ମମତା ବେହେରା, ବିଡିଓ ସ୍ୱାତୀଲେଖା ଦାସ, ସମନ୍ୱୀତ ଶିଶୁ…

କିଶୋର କୁମାର ସିନାପାଲି ବ୍ଳକ ଉପାଧ୍ୟକ୍ଷ ନିର୍ବାଚିତ 

ସିନାପାଲି/ ନିରାକାର ମେହେର : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ରେ ଆଜି କୁ ପ୍ରାୟ 6 ମାସ ହେବ ଉପାଧ୍ୟକ୍ଷ ପଦବୀ ଖାଲି ରହିଥିବା ବେଳେ ତାହା ଗତକାଲି ପୂରଣ ହେଇଛି  | ସିନାପାଲି ବ୍ଲକର ସମସ୍ତ ସମିତି ସଭ୍ୟ ସଭ୍ୟାଙ୍କୁ ନେଇ ନିର୍ବାଚନ ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଭୋଇ ଓ ବୋଡେ଼ନ…

ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ କୁଷ୍ଠ ରୋଗ ନିରାକରଣ ପକ୍ଷ ପାଳନ

ଓଡ଼ଗାଁ,କୁରାଳ, (ଶାସକ ପ୍ରଶାସକ) : ଓଡ଼ଗାଁ ବ୍ଳକର କୁରାଳ ଦଧିବାମନ ସଂସ୍କୃତ ମହାବିଦ୍ୟାଳୟରେ କୁଷ୍ଠରୋଗ  ନିବାରଣ ପକ୍ଷ ପାଳିତ ହୋଇଯାଇଛି । ଲେପ୍ରା ସୋସାଇଟି ଭବନେଶ୍ୱର ତରଫରୁ ନୟାଗଡ଼ ଜାଗୃତି ପ୍ରକଳ୍ପର ସଞ୍ଜୋଜକ ପ୍ରଲ୍ଲାଦ ମଙ୍ଗରାଜ ଓ ତାମସୀ ପଟ୍ଟନାୟକଙ୍କ ସହଯୋଗରେ ଜାତୀୟ ସେବା…

ଅସହାୟଙ୍କ ପ୍ରତି ଏ କି ପ୍ରକାର ନ୍ୟାୟ ପୋଲିସ ମହୋଦୟ : ମୁଖ୍ୟମନ୍ତ୍ରୀ-୫ ଟି ସଚିବ ଦେବେକି ଅସହାୟା ମହିଳାଙ୍କୁ ନ୍ୟାୟ…

http://www.youtube.com/watch?v=U66_-Al3e0c ସିଜେରାନ ହୋଇଥିବା ଅସୁସ୍ଥ ମହିଳାଙ୍କୁ 6-8 ଦିନର ଶିଶୁ କନ୍ୟା ସହ ଗିରଫ କଲା କେମିତି ପୋଲିସ !   " ଜାନୁୟାରୀ ୧୫ରୁ ନିଖୋଜ ଥିଲା ଶୁଭେନ୍ଦୁ | ଦିନେ ଦିଦିନ ଖୋଜାଖୋଜି କରି ନ ପାଇବା ପରେ ୧୭ ତାରିଖରେ ରାଇକିଆ ଥାନାରେ ଏତଲା ଦେଲେ…

ବରଗଡ଼ କ୍ୟାନସର ହସ୍ପିଟାଲ :  ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶରେ ସ୍ଥଳ ପରିଦର୍ଶନ କଲେ ଅନୁଧ୍ୟାନକାରି  ଦଳ

http://www.youtube.com/watch?v=P-tXxQs-WDg ସମ୍ବଲପୁର/ ରମାକାନ୍ତ ବିଶ୍ବାଳ-ବରଗଡ଼ରେ ସ୍ଥାପନ ହେବ କ୍ୟାନ୍ସର ହସପିଟାଲ । ଦୂର ହେବ କ୍ୟାନ୍ସର ରୋଗୀଙ୍କ ସମସ୍ୟା । ମାଗଣାରେ ମିଳିବ ଚିକିତ୍ସା ସୁବିଧା । ସାକାର ହେବ ଜିଲ୍ଲାବାସୀଙ୍କ ବହୁ ପ୍ରତିକ୍ଷୀତି ସ୍ବପ୍ନ । ମୁଖ୍ୟମନ୍ତ୍ରୀ…

ଜମି ଜଙ୍ଗଳ ମୁକ୍ତି ଆନ୍ଦୋଳନ  ଧାରଣା: ରାଜୁନଗର ଗାଁ ମହିଳାଙ୍କ ସମର୍ଥନ, ଜିଲ୍ଲା ପ୍ରଶାସନ ସହ ଆଲୋଚନା ବିଫଳ

ନୂଆପଡ଼ା(ଅମିତ ପୁରୋହିତ) : ଆଦିବାସୀ, ବନବାସୀ, ଅଣ ଆଦିବାସୀଙ୍କୁ କେନ୍ଦ୍ର ସରକାରଙ୍କ ଜଙ୍ଗଳ ଅଧିକାର ଆଇନ ୨୦୦୬କୁ ନୂଆପଡ଼ା ଜିଲ୍ଲାରେ କାର୍ଯ୍ୟକାରୀ କରିବା ପାଇଁ ଜମି ଜଙ୍ଗଳ ମୁକ୍ତି ଆନେ୍ଦାଳନ ତରଫରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାରଣା ଦଶମ ଦିନରେ ପହଞ୍ଚô ଛି । କାଲି ମଧ୍ୟାହ୍ନରେ ସଦର…

ପଶ୍ଚିମ ପଡ଼ିଶାରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବୀ: ୭ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ

ନୂଆପଡ଼ା,(ଅମିତ ପୁରୋହିତ) : ପଶ୍ଚିମ ଓଡ଼ିଶାରେ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବୀ ତେଜିବାରେ ଲାଗିଛି । ରାଜ୍ୟ ଓକିଲ ସଂଘ ସଦସ୍ୟ ଆକ୍ରୋସ ମୁଳକ ପଶ୍ଚିମ ଓଡିଶାର ଆନେ୍ଦାଳନରତ ଓକିଲ ମାନଙ୍କ ଲାଇସେନ୍ସ ରଦ୍ଧ କରିବାକୁ ସର୍ବ ଭାରତୀୟ ଓକିଲ ସଂଘକୁ ଲିଖିତ ଜଣାଇଛନ୍ତି । ଏହାକୁ ବିରୋଧ କରି ନୂଆପଡ଼ା…

ଲିଭିଲା ଜିତେନ ଦୀପର ଜୀବନ ଦୀପ : ହତ୍ୟା ନା ଦୁର୍ଘଟଣା, କିଏ ସେ ରହସ୍ୟମୟୀ ଯୁବତୀ

ବଲାଙ୍ଗୀର : (ନିରୋଜ ମିଶ୍ର) ମାଫିଆଗିରିରୁ ରାଜନୀତିକୁ ଆସି ସବୁବେଳେ ଚର୍ଚ୍ଚାରେ ରହୁଥିବା ମାଫିଆ ଜିତେନ ଦୀପର ଏକ ଦୁର୍ଘଟଣାରେ ମୃତ୍ୟ ହୋଇଛି । ଗୋଟିଏ ଦିନ ଆଗରୁ ବରଗଡ଼ ବଲାଙ୍ଗୀର ରାସ୍ତାରେ ଜିତେନ ଦୀପ ଦୁର୍ଘଟଣା ଗ୍ରସ୍ତ ହେବା ଖବର ପ୍ରଚାର ହୋଇଥିଲା । ତେବେ ପୋଲିସ ପାଖରେ ଏନେଇ କୋଣସି…

ମନ୍ତ୍ରୀଙ୍କୁ ଘେରିଲେ ଚାଷୀ, ଗଲେ ଅକଳରେ ଫସି

ବଲାଙ୍ଗୀର(ନିରୋଜ ମିଶ୍ର) ଆଜି ଯୋଗାଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କୁ ଧାନକିଣା ଜନିତ ସମସ୍ତ ସମସ୍ୟା ନେଇ ସ୍ଥାନୀୟ ଡି.ଆର.ଡି.ଏ. ହଲରେ ବୈଠକ ଚାଲିଥିବା ସମୟରେ ଭିତରକୁ ଧସେଇ ପଶି ଘେରିଲେ ଶତାଧିକ ଚାଷୀ । ଗତ କିଛି ଦିନ ଆଗରୁ ଚାଷୀ ସରକାର ଦେଇଥିବା ଟୋକନ ଵ୍ୟଵସ୍ଥାର ଅବଧି…

ବର୍ଷା ଯୋଗୁଁ ଧନୁଯାତ୍ରା ମହୋତ୍ସବ ସ୍ଥଗିତ,ଆସନ୍ତା କାଲି ଉଦଯାପିତ ହେବ

ପଦ୍ମପୁର,(ଶାସକ ପ୍ରଶାସକ)  ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଗୋଇବାହାଲି ଠାରେ ଚତୁର୍ଥ ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଆଜି ଉଦଯାପିତ ଦିନ ଥିଲା । କିନ୍ତୁ ବର୍ଷା ଯୋଗୁଁ ଧନୁଯାତ୍ରା ମହୋତ୍ସବ ଉଦଯାପିତ ହୋଇପାରି ନାହିଁ । ଆସନ୍ତା ଶୁକ୍ରବାର ଦିନ ଚତୁର୍ଥ ରାଜ ବୋଡାସମ୍ବର ଧନୁଯାତ୍ରା…