ନୀତିଯୁକ୍ତ ଶିକ୍ଷା ଉତ୍ତମ ସମାଜ ଗଠନ ପାଇଁ ଜରୁରୀ – ଧର୍ମେନ୍ଦ୍ର ପ୍ରଧାନ

ଗୁରୁକୁଳ ନବପ୍ରଭାତ ବୈଦିକ ବିଦ୍ୟାପୀଠର ବାର୍ଷିକୋତ୍ସବ ସମାରୋହରେ କେନ୍ଦ୍ରମନ୍ତ୍ରୀ  ସମାଜର ପ୍ରୟାସରେ  ନିଶ୍ଚିତ ଭାବେ ବିଶ୍ୱବିଦ୍ୟାଳୟର ରୂପ ନେବ   ବିଗତ ୨୦ ବର୍ଷ ଧରି ଏହି ଶିକ୍ଷାନୁଷ୍ଠାନ ପଶ୍ଚିମ ଓଡିଶାରେ ବୌଦ୍ଧିକ ସଂସ୍କୃତି, ସଭ୍ୟତା ଓ ଶିକ୍ଷାର ପ୍ରଚାରପ୍ରସାରରେ ପ୍ରମୁଖ…

ଗଜପତି ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ ପରିସରରେ  ଜିଲ୍ଲା ଆଇନ ସେବା ପ୍ରାଧିକାରଣ ପକ୍ଷରୁ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ଲୋକ ଅଦାଲତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରାଧିକାରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା-ଜଜ ବିଶ୍ଵଜିତ ଦାସ ଏହାକୁ…

” କଲ କୁଛ ଔର ଥି, ଆଜ କୁଛ ଔର ହେ …ୱକ୍ତ ୱକ୍ତ କି ବାତ ହେ   “

http://www.youtube.com/watch?v=mtqFVhDgMuM ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମ୍ବଲପୁର ଗସ୍ତ l  ସମ୍ବଲପୁର ରମାକାନ୍ତ ବିଶ୍ବାଳ-ବିଜେପିର ବରିଷ୍ଠ ନେତା ତଥା ବର୍ତ୍ତମାନର ରାଜ୍ୟ ସଭାପତି  ସମୀର ମହାନ୍ତିଙ୍କ ପାଇଁ ସମ୍ବଲପୁର ଏକ ସ୍ମରଣୀୟ ସହର ତାଙ୍କ ରାଜନୈତିକ ଜୀବନରେ…

ଘଟିଲା ଅଘଟଣ : ଚାଲିଗଲା ନିରୀହ ଜୀବନ 

 ଅମଠି ମାର୍କେଟ ୟାର୍ଡରେ ଅଘଟଣ ଜଣେ ଶ୍ରମିକ ମୃତ ବରଗଡ(ଶାସକ ପ୍ରଶାସକ) :- ଆଜି ଅପରାହ୍ନରେ ବରଗଡ ଜିଲ୍ଲା ଝାରବନ୍ଧ ପେକ୍ସ ଅନ୍ତର୍ଗତ ଅମଠି ମାର୍କେଟ ୟାର୍ଡ ରେ ଏକ ଟ୍ରକରେ ଧାନ ଲୋଡ଼ କରୁଥିବା ସମୟରେ କାର୍ତିକ ସାହୁ ନାମକ ଜଣେ ଶ୍ରମିକ ଗାଡିରୁ ଖସିପଡି ଗୁରୁତର ଆହତ ହେଇଥିଲେ । ତାଙ୍କୁ…

ଟ୍ରକରେ ପିଟିହେଲା ବଲେରୋ : ୨ ଅନ ଦି ସ୍ପଟ, ୭ ସିରିଅସ

  ବଲାଙ୍ଗୀର:( ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ) :ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକ ଅନ୍ତର୍ଗତ ବଏରାସର୍ ନିକଟସ୍ଥ  ଏନ୍ ଏଚ୍ ଉପରେ ଛିଡ଼ା ହୋଇଥିବା ଏକ ଟ୍ରକ କୁ ଓଆର୍ 03 ଜି 4949 ଏକ ବୋଲେରୋ  ଧକ୍କା ଦେବା ଫଳ ରେ ଘଟଣାସ୍ଥଳରେ ଦୁଇ ଜଣ ମୃତ୍ୟୁ  ଘଟିଥିବା ବେଲେ 7ଜଣ ଗୁରୁତର ଆହାତ…

ସିଏଏକୁ ନେଇ କୌଣସି ଭ୍ରମ-ଦ୍ୱନ୍ଦ-ଶଙ୍କା-ଆଶଙ୍କାର ଶୀକାର ହୁଅନ୍ତୁ ନାହିଁ : ପ୍ରତାପ 

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଦିନିକିଆ ନୂଆପଡା ଗସ୍ତ ନୂଆପଡ଼ା,(ଅମିତ ପୁରୋହିତ): କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ, ମତ୍ସ୍ୟ, ପ୍ରାଣୀ ସମ୍ପଦ, ଦୁଗ୍ଧ ବିଭାଗ ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଦିନିକିଆ ନୂଆପଡ଼ା ଜିଲ୍ଲା ଗ୍ରସ୍ତରେ ଆସି ଖରିଆରରୋଡ଼ ସହରରେ…

ଶ୍ରୀ ଶ୍ରୀ ନୃସିଂହନାଥ ପୀଠରେ ମାଘ ମେଳା ସମ୍ପନ୍ନ

http://www.youtube.com/watch?v=S11jIgcJ00c ହଜାର ହଜାର ଶ୍ରଦ୍ଧାଳୁ ଙ୍କର ସମାବେଶ, ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରଶଂସନୀୟ ବ୍ୟବସ୍ଥା ବରଗଡ(ଶାସକ ପ୍ରଶାସକ) :- ଆଜି ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିରରେ ପବିତ୍ର ମାଘ…

ସାହିତ୍ୟକୁ ସ୍ଥାନିତ କରିବ “ଶାସକ ପ୍ରଶାସକ” ସାହିତ୍ୟ ପୃଷ୍ଠାରେ 

ଅନେକ ପାଠକଙ୍କ ଠାରୁ ଆସିଲା ମତାମତ | ଶାସକ ପ୍ରଶାସକ ଡଟ କମରେ ସାହିତ୍ୟ ବିଭାଗ ଅଛି କି ନାହିଁ ! ହେଲେ ସମ୍ବାଦ ଓ ସାହିତ୍ୟ ଯେ ଅନୁପୂରକ | ସାହିତ୍ୟକୁ ଛାଡି ସମ୍ବାଦର ପରିକଳ୍ପନା ଅସମ୍ଭବ | ପୂର୍ଣ୍ଣତା ଆସେନି ସମ୍ବାଦର ସାହିତ୍ୟ ବିନା | ସମ୍ବାଦ ସାହିତ୍ୟ ହାତରେ ହାତ ଛନ୍ଦା | ସମ୍ପର୍କର…

ନବଜାତ ଶିଶୁ ପୁତ୍ରର ମୃତ ଦେହ ଉଦ୍ଧାର : ଲୋକ ଲଜ୍ଜାରେ ଶିଶୁକୁ ଫିଙ୍ଗି ଦେଇଥିବା ସନ୍ଦେହ

ବୀରମହାରାଜପୁର (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର  ଥାନା ଠେଙ୍ଗୋ ଡ୍ୟାମ୍ ଫାଣ୍ଡି ଅନ୍ତର୍ଗତ ଦାଦରପାଳି - ସୁରଧାପାଳି ମଝିରେ ଥିବା ଭୂବନାଳ ନିକଟରୁ ଶନିବାର ସନ୍ଧ୍ୟାରେ ଏକ ନବଜାତ ଶିଶୁ ପୁତ୍ରର  ମୃତ ଦେହ ଉଦ୍ଧାର କରାଯାଇଛି । ଜନ୍ମ ହେଲା ପରେ…

କଲାପଥରରେ ରାଜ୍ୟ ଯୁବ ଡୁମାଳ ସମାବେଶ ଉଦ୍ଘାଟିତ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ବୀରମହାରାଜପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କଲାପଥର ଠାରେ ପ୍ରଥମ ରାଜ୍ଯସ୍ତରୀୟ ଯୁବ ଡୁମାଳ ସମାବେଶ ଉଦଘାଟିତ ହୋଇଯାଇଛି । ଏଥିରେ ଯୁବ ଡୁମାଳ ପରିଷଦ ଅଧ୍ୟକ୍ଷ ସମିତି ମହାକୁର ଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ…