ଛାତ୍ର କୁ ବେତରେ ମାଡ଼ମାରି ନିଲମ୍ବିତ ହେଲେ ଶିକ୍ଷୟତ୍ରୀ

ବରଗଡ/ ଶାସକ ପ୍ରଶାସକ :ଛାତ୍ର କୁ ବେତରେ ମାଡ଼ମାରି ନିଲମ୍ବିତ ହେଲେ ଶିକ୍ଷୟତ୍ରୀ ।ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ତା ଥାନା ତେଲମହୁଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀ ଅନା ମଶିକ ଭାବରେ ଜଣେ ଛାତ୍ରକୁ ଲାଠିରେ ମାଡ ମାରିଲେ । ଦ୍ବିତୀୟ ଶ୍ରେଣୀର ପାଠ ପଢୁଥିବା ଛାତ୍ର ଆଶିଷ…

ଶୂନ୍ୟ ରସେ କି ଅଛି ଭାବ : ଅନୁଭବୀ ସିନା ଜାଣିବ !!(pls see video)

http://www.youtube.com/watch?v=3d9CYIqvGg4  ଅତ୍ୟନ୍ତ ଦିବ୍ୟ ଅନୁଭବ : ସନ୍ଥ କବିଙ୍କ ଜନ୍ମ ସ୍ଥାନରେ ଅଖଣ୍ଡ ମହାଦୀପ ଓ ବାଲ୍ୟଲୀଳା କାର୍ଯ୍ୟକ୍ରମ  ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଅନ୍ତର୍ଗତ କଦଳୀଗଡ ପଞ୍ଚାୟତ ର…

ଦିନଦ୍ବିପ୍ରହରରେ ବେଆଇନ ଗୋ ଚାଲାଣ : ଗୋରୁ ବୋଝେଇ ପିକଅପ୍ ସହ ଦଲାଲ ଗିରଫ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଚମ୍ପାପୁର ଠାରୁ ଗୋରୁ ବୋଝେଇ ପିକଅପ୍ ଉଧାର । ପ୍ରତେକ ଦିନ ୧୦ ରୁ ୧୨ଟି ଛୋଟ ବଡ ଗାଡି ସାହାଯ୍ୟରେ ବୀରମହାରାଜପୁର ଓ ସୁବଳୟା ଦୁଇଟି ଥାନା ଦେଇ ଅତି ନିର୍ଦ୍ଦୟ ଭାବରେ ଗୋରୁଙ୍କୁ ଗାଡି…

ଧାରଣୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଲଖନା ଚମ୍ପିଆନ 

ପଦ୍ମପୁର(ଶାସକ ପ୍ରଶାସକ) : ପାଇକମାଲ ବ୍ଳକ ଅନ୍ତର୍ଗତ ବାରପଲିଆ ଠାରେ ଚାଲିଥିବା ୧୭ତମ ଧାରଣୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଆଜି ଅନୁଷ୍ଠିତ ହୋଇଥିବା ଫାଇନାଲ ଖେଳରେ ଇଛାପୁର ଦଳକୁ ୯୮ ରନରେ ପରାସ୍ତ କରି ଲଖନା ଦଳ ଚମ୍ପିଆନ ହୋଇଛି । ଟସ ଜିତି ପ୍ରଥମେ ବ୍ୟାଟିଙ୍ଗ କରି…

  ମେଲଛାମୁଣ୍ଡା ମହାବିଦ୍ୟାଳୟରେ ବିଦାୟ ସମ୍ବର୍ଦ୍ଧନା ସଭା

ମେଲଛାମୁଣ୍ଡା(ମନୋଜ ଭୋଇ) - ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ଜୁନିୟର ମହାବିଦ୍ୟାଳୟ ପରିସରରେ ମଙ୍ଗଲବାର ଅପରାହ୍ନରେ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ଦ୍ୱାରା ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ…

ଏମିତି ହୃଦୟହୀନ କଣ ଜଣେ ଶିକ୍ଷୟିତ୍ରୀ ହୋଇପାରେ !!!

http://www.youtube.com/watch?v=3wShirqTeD0&t=14s ଶିକ୍ଷୟତ୍ରୀଙ୍କ ବେତ ମାଡରେ ଦ୍ୱିତୀୟ ଶ୍ରେଣୀ ଛାତ୍ର ଆହତ : କାର୍ଯ୍ୟାନୁଷ୍ଠାନ ଦାବୀରେ ଗ୍ରାମବାସୀ ମେଲଛାମୁଣ୍ଡା/ ମନୋଜ ଭୋଇ-ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ତେଲମହୁଲ ଗ୍ରାମସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଲବାର…

ଶେଷରେ ଧରାପଡିଲା ଡକାୟତ ପାଙ୍ଗାଟିନ୍

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ନୟାଗଡ଼ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡକାୟତି କରି ଜନସାଧାରଣଙ୍କ ମଧ୍ୟରେ ଭୟ ଏବଂ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରୁଥିବା ଦୁର୍ଦାନ୍ତ ଆନ୍ତଃରାଜ୍ୟ ଡକାୟତ ପାଙ୍ଗା /ପାଙ୍ଗାଟିନ୍ / ପ୍ରଭାତ ରାଉତ(୩୦)କୁ ଓଡ଼ଗାଁ ପୋଲିସ ଗିରଫ କରି ଆଜି କୋର୍ଟ…

କେତେ ପଡିକି ମଲେ କି ଗୁରୁତର ହେଲେ ପ୍ରଶାସନର ଚେତା ପଶିବ !! 

ବେଆଇନ ହମ୍ପସ୍ ନିର୍ମାଣ ବୃଦ୍ଧି, ବାଇକରୁ ଖସି ମହିଳାଙ୍କ ମୃତ୍ୟୁ ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର)  : ଓଡ଼ଗାଁ ଅଂଚଳରେ ବେଆଇନ୍ ହମ୍ପସ୍ ନିର୍ମାଣ ବୃଦ୍ଧି ପାଇଥିବା ବେଳେ ବାଇକ ପଛରେ ବସିଥିବା ଜଣେ ମହିଳା ଖସି ପଡିବାରୁ ତାଙ୍କର ପଛପାଖ ମୁଣ୍ଡରେ ଆଘାତ ଲାଗିବା କାରଣରୁ ସେଠାରେ ତାଙ୍କର…

ସୋଆ ଏନ୍ଏସ୍ଏସର  ସ୍ୱତନ୍ତ୍ର ଆବାସିକ ଶିବିର 

ଭୁବନେଶ୍ୱର,(ଶାସକ ପ୍ରଶାସକ): ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ବିଶ୍ୱବିଦ୍ୟାଳୟ) ପରିଚାଳିତ ଇନଷ୍ଟିଟ୍ୟୁଟ  ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଓ ସମ୍ ନର୍ସିଂ କଲେଜର ନ୍ୟାସ୍ନାଲ୍ ସର୍ଭିସ୍ ସ୍କିମ୍ (ଏନ୍ଏସ୍ଏସ୍) ଶାଖା ପକ୍ଷରୁ ଏକ ସପ୍ତାହବ୍ୟାପି  ସ୍ୱତନ୍ତ୍ର ଆବାସିକ…

ସୋଆ ଆଇଡିଏସ୍ ପକ୍ଷରୁ ଅଭିନବ ପଦ୍ଧତିରେ ଅର୍ଥୋଡଂଟିକ୍ସ ସର୍ଜରୀ ସମ୍ପର୍କିତ କର୍ମଶାଳା 

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ବିଶ୍ୱବିଦ୍ୟାଳୟ) ପରିଚାଳିତ ଇନଷ୍ଟିଟ୍ୟୁଟ  ଅଫ୍ ଡେଂଟାଲ୍ ସାଇନ୍ସେସରେ  ଅଭିନବ ପଦ୍ଧତିରେ ଅର୍ଥୋଡଂଟିକ୍ସ ଓ ଓରାଲ୍ ମ୍ୟାକ୍ସିଲୋଫେସିଆଲ୍ ସର୍ଜରୀ ସମ୍ପର୍କିତ ଏକ କର୍ମଶାଳା ମଙ୍ଗଳବାର ଆୟୋଜିତ ହୋଇଯାଇଛି ।  “ସୋଆ ସର୍ଜରୀ…