ପାରମ୍ପରିକ ବାଦ୍ୟ, ଖଞ୍ଜଣୀ, ଗିନି, ଘୁମୁରା ବଜାଇ କରୋନା ଯୋଦ୍ଧାଙ୍କୁ ସମ୍ମାନ

0

http://www.youtube.com/watch?v=pUAzj-bYHbI

ସାଧୁ ସନ୍ଥ ମାନେ ଗାଇଲେ ବନ୍ଦେ ଉତ୍କଳ ଜନନୀ ଗାନ

 ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଗତ କାଲି ସଂନ୍ଧ୍ୟା ୫.୩୦ ମିନିଟ ସମୟ ରେ କୋଭିଡ୍ ଯୋଦ୍ଧାଙ୍କୁ ସାରା ବିଶ୍ୱ ସମ୍ମାନ ଜଣାଇଥିବା ବେଳେ ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ମଧୁପୁର ଭୀମ ଭୋଇ ଜନ୍ମ ପୀଠ ଠାରେ ସାଧୁ ସନ୍ଥ ମାନେ ମଧ୍ୟ ଏଥିରୁ ବାଦ୍ ପଡିନାହାନ୍ତି I ମହିମା ଧର୍ମାବଲମ୍ବି ମାନେ ବନ୍ଦେ ଉତ୍କଳ ଜନନୀ ଗାନ କରିଛନ୍ତି I ପାରମ୍ପାରିକ ବାଦ୍ୟ , ଖଞ୍ଜଣୀ , ଗିନି , ଘୁମୁରା ବଜାଇ କୋଭିଡ୍ କରୋନା ଯୋଦ୍ଧାଙ୍କୁ ସମ୍ମନ ଜଣାଇଥିଲେ I

Leave A Reply

Your email address will not be published.