ପଦ୍ମପୁର ଉପଖଣ୍ଡ କେନ୍ଦୁପତ୍ର ତୋଲାଲି ସଙ୍ଘ ପକ୍ଷରୁ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ
ପଦ୍ମପୁର (ଶାସକ ପ୍ରଶାସକ) : ଓଡ଼ିଆ ସରକାର ବିଭିନ୍ନ ବିଭାଗର କର୍ମଚାରୀ ମାନଙ୍କ ଦରମା ପର୍ଯ୍ୟାୟକ୍ରମେ ବର୍ଦ୍ଧିତ କରୁଥିଲେ ମଧ୍ୟ ସିଜିନାଲ କେନ୍ଦୁପତ୍ର କର୍ମଚାରୀ ମାନଙ୍କ ଦରମା ବର୍ଦ୍ଧିତ କରିନାହାନ୍ତି । ସରକାରଙ୍କ ଚୁକ୍ତି ଅନୁସାରେ ୪୦ ପ୍ରତିଶତ ଚପରାଶି ମାନଙ୍କ,୪୫ ପ୍ରତିଶତ ମୁନସି…