ଗୋଟେ ଗାଡିରୁ 6 ଲକ୍ଷ 72 ହଜାର 445 ଟଙ୍କାର ଫାଇନ

ବୌଦ୍ଧ(ଶାସକ ପ୍ରଶାସକ)ବୌଦ୍ଧ ଜିଲ୍ଲାରେ ଟ୍ରାଫିକ ନିୟମ କଡାକଡି। ବିଭିନ୍ନ ଟ୍ରାଫିକ ନିୟମ ଉଲଂଘନ ଅଭିଯୋଗରେ ମିନାର ନାମକ ଏକ ଘରୋଇ ବସ କୁ 6 ଲକ୍ଷ 72 ହଜାର 445 ଟଙ୍କାର ଫାଇନ କାଟିଲା ବୋୖଦ୍ଧ ଜିଲ୍ଲା ଆରଟିଓ। ଏହି ବସଟି ଭୁବନେଶ୍ୱର ରୁ ବୋୖଦ୍ଧ ଯାତାୟତ କରୁଥିଲା। ତେବେ ଆରଟିଓଙ୍କ ଠାରୁ…

ଉପଜିଲ୍ଲାପାଳ ଙ୍କର ପ୍ରତିଶୃତି ପରେ ହଟିଲା ରାସ୍ତା ଅବରୋଧ

ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ବରତୁଣ୍ଡା ଠାରେ ଆଞ୍ଚଳିକ କୃଷକ ମହାସଂଘର ଚାଷୀମାନେ ପାଇକମାଲ ନୂଆପଡା ରାସ୍ତା ସକାଳ ସାତଟା ରୁ ଅବରୋଧ କରିଥିଲେ । ମୁଖ୍ୟ ସମସ୍ୟା ହେଲା ବରତୁଣ୍ଡା ମଣ୍ଡି ର ବହୁ ଚାଷୀଙ୍କର ଧାନ ସମୟ ସୀମା ମଧ୍ୟରେ ବିକ୍ରି ହେଇ ପାରି ନାହିଁ । ଯାହା ଫଳରେ ଚାଷୀ…

ବିଜୁ ଜୟନ୍ତୀରେ ପୁରସ୍କୃତ ହେଲେ ଅଶୋକ ନନ୍ଦନ, ପ୍ରଣବ ଧରିବେ ବିଜେଡିର ସାଙ୍ଗଠନିକ ମଙ୍ଗ 

ନିଯୁକ୍ତି ଆଦେଶରେ ଖୋଲାଖୋଲି ଦଳପ୍ରତି ଅବଦାନକୁ ସ୍ୱୀକୃତି  କାକତାଳୀୟ ହେଲେ ବି  ବବିଙ୍କ ପାଇଁ ଶ୍ରେଷ୍ଠ ଉପହାର ଓ ବଡ ସ୍ଵୀକୃତି   ବିଜେଡି ପାଇଁ ବବି ଓନିଡା ଟିଭିର ସେଇ ପୁରୁଣା ବିଜ୍ଞାପନ ସ୍ଲୋଗାନ "ନେବର୍ସ ଏନଭି, ଓନର୍ସ ପ୍ରାଇଡ" ଶାସକ ପ୍ରଶାସକ (ଗିରିଜା ଶଙ୍କର ଦାଶ)  : ଏକଦା…

“ପଂଚାୟତର କ୍ଷମତାକୁ ସଙ୍କୁଚିତ କରି ପଂଚାୟତକୁ ପଙ୍ଗୁ କରୁଛନ୍ତି ରାଜ୍ୟସରକାର”

"ଗାଁର କଥା ଗାଁ ରୁ ନୁହେଁ, ସଚିବାଳୟରୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛନ୍ତି ଓଡିଶା ସରକାର " ପଂଚାୟତର କ୍ଷମତାକୁ ବିକେନ୍ଦ୍ରୀକରଣ ପରିବର୍ତେ କେନ୍ଦ୍ରୀଭୂତ କରିଛି ରାଜ୍ୟ ସଚିବାଳୟ ଅଫିସର ରାଜ ଚଳାଇବା ପାଇଁ ପଂଚାୟତ ରାଜ ପ୍ରତିନିଧୀଙ୍କୁ ଅଣଦେଖା କରାଯାଉଛି ପଂଚାୟତ ମାନଙ୍କୁ…

ଗାଁ କଲ୍ୟାଣ ସମିତି ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ,୨୬ ୟୁନିଟ୍ ରକ୍ତ ସଂଗ୍ରହ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅର୍ନ୍ତଗତ କେନଝରିଆପାଲି ଗାଁ କଲ୍ଯାଣ ସମିତି ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲା ପରିଷଦ ସଭ୍ୟା  ଗାୟତ୍ରୀ ପାଣିଗ୍ରାହୀ ମୁଖ୍ୟ  ଅତିଥି, ସ୍ଥାନୀୟ…

ଟ୍ରାଫିକ ଚେକିଙ୍ଗ ବେଳେ ପୋଲିସ ଜନତା ମୁହା ମୁହି

http://www.youtube.com/watch?v=U7KY3aDowKw ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ସମ୍ବଲପୁର ଲକ୍ଷ୍ମୀ ଟକିଜ ଛକରେ ଟ୍ରାଫିକ ପୋଲିସ ଓ ଜନତା ମୁହା ମୁହି । ଲକ୍ଷ୍ମୀ ଟକିଜ ଛକରେ ତିନି ଜଣ ବାଇକରେ ବସି ଯାଉଥିବା ସମୟରେ ଟ୍ରାଫିକ ପୋଲିସ ଧରିଥିଲା । ସମ୍ପୃକ୍ତ ଯୁବକ ଫାଇନ ଦେବା କୁ…

ଦ୍ବାରଶୁଣି  ଘାଟି ପାଲଟିଛି ମରଣ ଯନ୍ତା

ଯାତ୍ରୀବାହୀ ବସକୁ ସମ୍ମୁଖରୁ ଧକ୍କା ଦେଲା ଆଇରନ ବୋଝେଇ ଟ୍ରକ ବାରିପଦା(ଦିଲ୍ଲୀପ ମହାନ୍ତି )-ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ମଧ୍ୟ ଦେଇ  ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥର ଦ୍ବାରଶୁଣି  ଘାଟି ପାଲଟିଛି ମରଣ ଯନ୍ତା। ପ୍ରାୟ ପ୍ରତ୍ୟେକ ଦିନ ଉକ୍ତ ଘାଟିରେ ଛୋଟବଡ଼ ଦୁର୍ଘଟଣା ଘଟୁଥିବା…

ପାନୀୟ ଜଳ ପ୍ରକଳ୍ପ ଭିତ୍ତି ପ୍ରସ୍ତର ଦେଲେ ନରସିଂହ

ବଲାଙ୍ଗିର, (ନିରୋଜ ମିଶ୍ର) ବଲାଙ୍ଗିର ସଦର ବ୍ଲକ ସ୍ଥିତ ରାମସିଂହା, ଧମନାସର ଏବଂ ଦୁଆନପାଲି ଗ୍ରାମରେ ଦୁଇଟି ଓଭର ହେଡ ଟ୍ୟାଙ୍କ ବିଶିଷ୍ଟ ପାନୀୟ ଜଳ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ବିଧାୟକ ନରସିଂହ ମିଶ୍ରଙ୍କ ଦ୍ୱାରା ହୋଇଯାଇଛି । ରାମସିଂହା, ଧମନାସରରେ ନିର୍ମିତ ହେବାକୁ ଥିବା…

ଉତ୍କଳ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟକାରୀ ହେବ ୫-ଟି : ଅନୁଷ୍ଠିତ ହେଲା ପ୍ରସ୍ତୁତି ବୈଠକ

ଭୁବନେଶ୍ୱର(ଶାସକ ପ୍ରଶାସକ): ୫ଟି ପ୍ରୟାସ ଅନ୍ତର୍ଭୁକ୍ତ "ମୋ ସରକାର" ଯୋଜନାର ସଫଳ ରୂପାନ୍ୱୟନ ନିମନ୍ତେ ବୁଧବାର ଦିନ ଉତ୍କଳ ବିଶ୍ୱବିଦ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଉଚ୍ଚଶିକ୍ଷା ବିଭାଗରେ ୫ଟି ସରକାରୀ ଭାବେ କାର୍ୟ୍ୟକାରୀ ହେବାକୁ ଆଖିରେ ରଖି ଏହି ବୈଠକ…

ଜାତୀୟ ନିରାପତ୍ତା ଦିବସ ପାଳିତ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଶିକ୍ଷା ଜିଲ୍ଲାର ପଣ୍ଡାପାଲି ପ୍ରଥମିକ ବିଦ୍ୟାଳୟରେ ଜାତୀୟ ନିରାପତ୍ତା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସୁବାସ ମେହେରଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ସ୍କୁଲ ଶିକ୍ଷା କମିଟିର…