ଉଦୟନାଥ ଫର୍ଣ୍ଣିଚରର ମାସିକ ଯୋଜନାର ସପ୍ତମ ଲକି ଡ୍ର ଉଠାଣ ।

0

ପଦ୍ମପୁର: ପଦ୍ମପୁର ସହରର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ସପ୍ତମ ଲକି ଡ୍ର ଉଠାଣ ହୋଇଯାଇଛି । ସପ୍ତମ ଲକି ଡ୍ର’ର ବିଜେତା ହେଉଛନ୍ତି ପଦ୍ମପୁର ସହରର ଏମ୍. ଡି. ରିହାନ୍ । ବିଜେତାଙ୍କୁ ଶିବାଶିଷ ପଟ୍ଟନାୟକ ୫0 ହଜାର ଟଙ୍କାର ଉପହାର କୁପନ ପ୍ରଦାନ କରିଥିଲେ । ଏହି ଉଠାଣ କାର୍ଯ୍ୟକ୍ରମରେ ଅବନୀ ମୋହନ ବହିଦାର, ମକରଧ୍ୱଜ ପଟେଲ, ପରମେଶ୍ବର ନାଗ, ସନ୍ଦୀପ ବାରିକ, ରସପାଲ ସିଂ ଓ ସୁଶୀଲ ବେହେରା ତଥା ଯୋଜନାର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.