ହୋଲି ଖେଳିବେ ନାହିଁ ରାଜ୍ୟପାଳ

ଭୁବନେଶ୍ୱର(ଶାସକ ପ୍ରଶାସକ): ହୋଲି ମିଳନ ଯୋଗୁଁ କରୋନା ଭାଇରସ୍ ସଂକ୍ରମଣର ଆଶଂକା ଥିବାରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଚଳିତ ବର୍ଷ ହୋଲି ଖେଳିବେ ନାହିଁ କି କୌଣସି ହୋଲି ମିଳନ,ଉତ୍ସବାଦିରେ ଯୋଗ ଦେବେ ନାହିଁ । ଭୟାବହ କରୋନା ଭାଇରସ୍ ସଂକ୍ରମଣର ମୁକାବିଲା ନିମନ୍ତେ ପ୍ରତ୍ୟେକ…

ସରକାରୀ ଉଦାସୀନତା ପରେ ଚରମ ନିଷ୍ପତ୍ତି ଶୁଣାଇଲା କେନ୍ଦୁପତ୍ର ତୋଳାଳୀ ସଂଘ 

୧୧  ତାରିଖରେ ୯ ଟି ଯାକ ରେଞ୍ଜରେ କରିବା ରାସ୍ତାରୋକ  ପଦ୍ମପୁର,(ଶାସକ ପ୍ରଶାସକ); ଆଲୋଚନା ବିଫଳ ହେବ ପରେ ଚରମ ବାଣୀ ଶୁଣାଇଲା କେନ୍ଦୁପତ୍ର  ତୋଳାଳୀ ସଂଘ |  ଆସନ୍ତା ୧୧ ତାରିଖରେ ପଦ୍ମପୁର ଅଂଚଳର ୯ଟି ରେଞ୍ଜରେ ରାସ୍ତାରୋକୋ କରିବାକୁ ରୋକ ଠୋକ ଶୁଣାଇଛି  ପଦ୍ମପୁର ଉପଖଣ୍ଡ କେନ୍ଦୁପତ୍ର…

 ଭିଜିଲାନ୍ସ ଜାଲରେ ଫସିଲେ କୁଚିଣ୍ଡା ଏନଏସି ଇଓ

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ/କୁଚିଣ୍ଡାରୁ ଶାନ୍ତନୁ ବେହେରା :  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୁଚିଣ୍ଡା ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ମହାପାତ୍ରଙ୍କ ଘରେ ଶୁକ୍ରବାର ଚଢ଼ାଉ କରାଯାଇଛି। ସମ୍ବଲପୁର ଭିଜିଲାନ୍ସ ଟିମ୍‌ ଭୋର ୬ଟାରେ ଏହି ଚଢ଼ାଉ…

ସମ୍ ହସ୍ପିଟାଲ ପ୍ରତିଷ୍ଠା କଲା ନୂଆ ଏକ କୀର୍ତ୍ତିମାନ, ଓଡ଼ିଶାର ପ୍ରଥମ ସଫଳ ଲାଇଭ ଯକୃତ ପ୍ରତ୍ୟାରୋପଣ 

ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକଙ୍କୁ ଜୟନ୍ତଙ୍କ ପରିବାର ଜଣାଇଲେ କୃତଜ୍ଞତା  ଜଟିଳ ଥିଲା ପ୍ରକ୍ରିୟା , ଯଦିଓ ଅସମ୍ଭବ ନଥିଲା | ମନ ଭିତରେ ଜୀବନକୁ ନେଇ ଅନିଶ୍ଚିତତା ଥିଲା ତାଙ୍କର ଓ ତାଙ୍କ ପରିବାରର | ହେଲେ ଉଦ୍ୟମ ଆରମ୍ଭ କରିଥିଲା ସମ୍  | ମାର୍ଗଦର୍ଶନ କରିଥିଲା…

  ବୈଦେହୀଶ ଭଲିବଲ ଟୁର୍ଣ୍ଣାମେଂଟ ୨୦୨୦ ଉଦ୍ଘାଟିତ : ନୟାଗଡ଼ ସନରାଇଜ ଏବଂ ୭ଷ୍ଟାର ତୁଳସୀପୁର ବିଜୟୀ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ସ୍ଥାନୀୟ ବୈଦେହୀଶ ପାଠାଗାର ଆନୁକୁଲ୍ୟରେ ଆୟୋଜିତ ବୈଦେହୀଶ ଭଲିବଲ ଟୁର୍ଣ୍ଣାମେଂଟର ଉଦଘାଟନୀ ଅପରାହ୍ନରେ ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା । ୧ମ ମ୍ୟାଚରେ  ନନ୍ଦିଘୋର(ପେଟାପଲ୍ଲୀ)କୁ ୧୪-୧ ଓ ୧୪-୬ ପଏଂଟରେ ହରାଇ ନୟାଗଡ଼ ସନରାଇଜ୍ ବିଜୟ ହାସଲ କରିଥିବା ବେଳେ…

ବ୍ଲକସ୍ତରୀୟ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଓ ପଂଚାୟତିରାଜ ଦିବସ ପାଳିତ

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  : ବିଜୁପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ତିଥି ପଂଚାୟତରାଜ ଦିବସ ପାଲନ ଅବସରରେ ଓଡ଼ଗାଁ ଠାରେ ପ୍ରତିଷ୍ଠିତ ନୟାଗଡ଼ ସରକାରୀ ପଲି ଟେକନିକ ଅନୁଷ୍ଠାନରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବୀର(ଜୀବନବିନ୍ଦୁ କାର୍ଯ୍ୟକ୍ରମ)ଅନୁଷ୍ଠିତ  ହୋଇଥିବା ବେଳେ ୧୦୬ ୟୁନିଟ ରକ୍ତ ସଂଗ୍ରହ…

ଜିଲ୍ଲା ସ୍ତରୀୟ ପଞ୍ଚାୟତରାଜ ଦିବସ ପାଳିତ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ରର ସମ୍ମିଳନୀ କକ୍ଷ ଠାରେ ଗଜପତି ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ପଞ୍ଚାୟତରାଜ ଦିବସ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଯାଇଛି ।  ଜିଲ୍ଲା ପରିଷଦ ସଭାପତି…

ପାରଳାରେ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଓଡ଼ିଶାର ପ୍ରବାଦ ତଥା କିମ୍ବଦନ୍ତୀ ପୁରୁଷ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୧୦୪ ତମ ଜନ୍ମ ଜୟନ୍ତୀ ଓ ପଞ୍ଚାୟତ ଦିବସ ମହା ଆଡମ୍ବରରେ ପାଳିତ ହୋଇଯାଇଛି । ଏହି…

ଲାଠିକଟାରେ ଅଷ୍ଟପ୍ରହର ନାମଯଜ୍ଞ 

ସୁନ୍ଦରଗଡ଼,(ହୋରାଚାନ୍ଦ ଦେଉରିଆ ) -  ଲାଠିକଟା ତ୍ରିନାଥ କଲୋନୀରେ ତ୍ରିନାଥ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଏକ ଅଷ୍ଟପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି | ବୁଧବାର  ସନ୍ଧ୍ୟାରେ ସ୍ଥାନୀୟ ଜଳାଶୟରୁ ପାଣିଆଣି ଯଜ୍ଞ ମଣ୍ଡପରେ କଳସ ସ୍ଥାପନା ହୋଇଥିବା ବେଳେ ଆଜି…

“ଅପପ୍ରଚାର ଚାଲିଛି, ମୋର ରାଜନୀତି ପ୍ରତି ଆଗ୍ରହ ନାହିଁ “

ଭୁବନେଶ୍ୱର: ସମ ଅଲଟିମେଟ ଭଳି ବିଶ୍ୱସ୍ତରୀୟ ପ୍ରତିଷ୍ଠାନର ଉଦ୍ଘାଟନ କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗଦାନ ପରେ ଗତ କିଛିଦିନ ରାଜନୀତି ସହ ଯୋଡି ହୋଇଯାଇଛି ସୋଆ ସାମ୍ରାଜ୍ୟର…