ପୋଲିସ ନାକେଦମ : ପୋଲିସ ଉପରକୁ ଈଶ୍ୱର ଫିଙ୍ଗିଲା ପଥର ଓ ହାତ ବମ
୪ଘଣ୍ଟାର ଅପରେସନ ପରେ ଗିରଫ କୁଖ୍ୟାତ ହାଇୱେ ଲୁଟେରା
ବାଲେଶ୍ୱର(ଉଜ୍ଜ୍ୱଳ କର): ଦୀର୍ଘ ସାଢେ଼ ୪ଘଣ୍ଟାର ଅପରେସନ ପରେ ବାଲେଶ୍ୱରର ଅନ୍ୟତମ କୁଖ୍ୟାତ ଅପରାଧୀ ତଥା ହାଇୱେ ଲୁଟେରା ରେମୁଣା ଥାନା ଅନ୍ତର୍ଗତ ଶ୍ୟାମରାଇପୁର ଗ୍ରାମର ଲକ୍ଷ୍ମଣ ମହାଳିକଙ୍କ ପୁତ୍ର ଈଶ୍ୱର ମହାଳିକ(୫୧)କୁ କାବୁ…