୫ ଟି ସଚିବଙ୍କ ପାହାନ୍ତା ବିଜେ : ସରକାରଙ୍କ ଟାର୍ଗେଟରେ ସିଲଭର ସିଟି
କଟକ(ଶାସକ ପ୍ରଶାସକ) : ଆଜି ଥିଲା ହୋଲି | ସରକାରୀ ଛୁଟି | ହେଲେ ପୂର୍ବଧାର୍ଯ୍ୟ କାର୍ଯ୍ୟ ସୂଚୀ ଅନୁଯାୟୀ ଭୋର ୪.୫୫ ବେଳକୁ ବାଦାମବାଡ଼ିରେ ପହଂଚି ଯାଇଥିଲା ୫ ଟି ସଚିବ ଭି କାର୍ତିକେୟନ ପାଣ୍ଡିଆନଙ୍କ ଗାଡି | ଟାଇମ ପୂର୍ବରୁ ସବୁ ଗାଡି ପହଂଚି ଯାଇଥିଲେ ଅନ୍ୟ ଅଧିକାରୀମାନଙ୍କ | ଉପସ୍ଥିତ…