ଭାରତ ସୀମାରେ ସହିଦ ହୋଇଥିବା ୨୦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି
ବରଗଡ :- ଗତ କାଲି ଭାରତ ଚୀନ ସୀମାରେ ଥିବା ଗଲବାନ ଘାଟିରେ ସହିଦ ହେଇଥିବା ଭାରତୀୟ ସେନାର 20 ଜଣ ବିର ଯବାନ ମାନଙ୍କୁ ଆଜି ବରଗଡ଼ ଗାନ୍ଧୀ ଛକ ଠାରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଦେଶ ପାଇଁ ଶହୀଦ ହୋଇଥିବା ବୀର ଯବାନ ମାନଙ୍କ ଆତ୍ମା ର ସଦଗତି ନିମନ୍ତେ ସ୍ଥାନୀୟ ଗାନ୍ଧୀ ଛକ ରେ…