ଆଜି ସୁସ୍ଥ ହେଲେ  ୭୩ ଜଣ 

0

ଭୁବନେଶ୍ୱର (ଶାସକ ପ୍ରଶାସକ) ଆଜି ସୁସ୍ଥ ହୋଇଛନ୍ତି ୭୩ ଜଣ | ଫଳରେ ସୁସ୍ଥଙ୍କ ସଂଖ୍ୟା ପହଂଚଛି ୩,୦୪୭ରେ | ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି ୧,୨୭୭ରେ | ଆଜି ସୁସ୍ଥଙ୍କ ମଧ୍ୟରେ  ବାଲେଶ୍ୱରର ୨, ଭଦ୍ରକ ୯, ବଲାଙ୍ଗିର ୧, କଟକ ୩, ଗଞ୍ଜାମ ୪, ଜଗତସିହଂପୁର ୨,  ଯାଜପୁର ୭, ଝାରସୁଗୁଡ଼ା ୨, କଳାହାଣ୍ଡି ୨, କନ୍ଧମାଳ ୧୪, କେନ୍ଦୁଝର ୧୧, ଖୋର୍ଦ୍ଧା ୧୦ ,ମୟୂରଭଞ୍ଜ ୬ ଜଣ ସାମିଲ | 

Leave A Reply

Your email address will not be published.