ବାଣିଜ୍ୟିକ ଖନନ ନିମନ୍ତେ କୋଇଲା ଖଣି ନିଲାମୀ ପ୍ରକ୍ରିୟା ଆରମ୍ଭ

 ପ୍ରତିଦ୍ୱନ୍ଦ୍ୱିତା, ପୁଞ୍ଜି, ଭାଗିଦାରୀ ଏବଂ ପ୍ରଯୁକ୍ତି ନିମନ୍ତେ କୋଇଲା ଓ ଖଣି କ୍ଷେତ୍ରକୁ ସମ୍ପୂର୍ଣ୍ଣ ରୂପେ ଉନ୍ମୁକ୍ତ କରିବା ଲାଗି ଭାରତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି : ପ୍ରଧାନମନ୍ତ୍ରୀ • କୋଇଲା କ୍ଷେତ୍ରରେ ସଂସ୍କାର ଫଳରେ ପୂର୍ବ ଏବଂ ମଧ୍ୟ ଭାରତ ସମେତ ଜନଜାତି କ୍ଷେତ୍ର…

ଟିଟିଲାଗଡରେ ବୃଦ୍ଧଙ୍କର ଆତ୍ମହତ୍ୟା।

ଟିଟିଲାଗଡ( ଗୌରବ ଦର୍ଜି)-ଟିଟିଲାଗଡ ସହରର ଗୋରୁବଜାର୍ ପଡାର ଏକ ୬୦ ବର୍ଷୀୟ ବୃଦ୍ଧ ଏକ ଗଛରେ ଦଉଡ଼ି ଲଗାଇ ଆତ୍ମହତ୍ୟା କରିଛନ୍ତି। ବୃଦ୍ଧ ଜଣଙ୍କର ନାମ ଗିରିଧାରୀ ସାହୁ ବୋଲି ଜଣା ପଡିଛି। ସେ ବଲାଙ୍ଗୀରରେ ରହୁଥିଲେ | କିନ୍ତୁ କରୋନା ମହାମାରୀ ପାଇଁ ଟିଟିଲାଗଡ ନିଜ ବାସଭବନକୁ ଚାଲି…

ସର୍ଭେ ଚାଲିଛି, ପ୍ରତି ବ୍ଲକରେ ହେବ ୩୦ କିମି ଗ୍ରାମ୍ୟ ସଡକ : ସୁଶାନ୍ତ  

ଭୁବନେଶ୍ୱର (ଶାସକ ପ୍ରଶାସକ) :ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଅଧୀନରେ ଖୁବ ଶୀଘ୍ର ଆରମ୍ଭ କରାଯିବ କାମ । ବର୍ଷା ପରେ ପରେ ଏହି କାର୍ଯ୍ୟ ଆରମ୍ଭ ହେବ |  ଓଡ଼ିଶାରେ ପ୍ରତି ବ୍ଲକରେ ୩୦ କିଲୋମିଟର ରାସ୍ତା କାମ କରିବ ଗ୍ରାମ୍ୟଉନ୍ନୟନ  ବିଭାଗ । ଏ ନେଇ ସର୍ଭେ ଜାରି ରହିଥିବା ବେଳେ…

“ମନ ମାନୁନି , ହେଲେ ମାନିବାକୁ ପଡିବ : ବୋଧହୁଏ ମହାପ୍ରଭୁଙ୍କ ଇଚ୍ଛା” 

ଭୁବନେଶ୍ୱର,(ଶାସକ ପ୍ରଶାସକ): ସୁପ୍ରିମକୋର୍ଟ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ କରିବାକୁ ନିର୍ଦ୍ଦେଶ  ଦେଇଥିବା ବେଳେ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ସୁପ୍ରିମକୋର୍ଟଙ୍କ କଠୋର ନିଷ୍ପତିକୁ ସ୍ୱୀକାର କରିବାକୁ ପଡିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।ଶ୍ରୀ ମହାନ୍ତି…

ନୟାଗଡ ମାଟିରେ ସହିଦ ଚନ୍ଦ୍ରକାନ୍ତଙ୍କ ପାର୍ଥିବ ଶରୀରରେ ଅଶ୍ରୁଳ ଶ୍ରଦ୍ଧାସୁମନ 

http://www.youtube.com/watch?v=rR87c6Jy5b8 ନୟାଗଡ(ବିଶ୍ୱଜିତ ନାୟକ) : ବୀର ଯବାନ ଚନ୍ଦ୍ରକାନ୍ତଙ୍କୁ ହରାଇ ଏ ମାଟି ଝୁରୁଛି, ଗାଁ କାନ୍ଦୁଛି | ଦେଶମାତୃକା ପାଇଁ ସୀମାରେ ସହିଦ ହୋଇଥିବା ଓଡିଶା ମାଟିର ସୁଯୋଗ୍ୟ ସନ୍ତାନ କନ୍ଧମାଳର ଚନ୍ଦ୍ରକାନ୍ତଙ୍କ ପାର୍ଥିବ ଶରୀର ଆଜି ଯାଉଥିବା…

କୋଭିଡ୍-୧୯ ପରିସ୍ଥିତିରେ ଜୀବନ ଜୀବିକା ସୁରକ୍ଷା ଦିଗରେ କୃଷିର ଗୁରୁତ୍ୱପୁର୍ଣ୍ଣ ଭୂମିକା ରହିଛି –  ମନ୍ତ୍ରୀ…

  http://www.youtube.com/watch?v=d2UMTlV1fNU ଖରିଫ ଚାଷ ପରିପ୍ରେକ୍ଷୀରେ ବରିଷ୍ଠ କୃଷି ବରିଷ୍ଠ ଅଧିକାରୀମାନଙ୍କ ସହ ଭିଡ଼ିଓ କନଫରେନସିଙ୍ଗରେ ମନ୍ତ୍ରୀ ନେଲେ ବୈଠକ ଚାଷୀମାନେ ସମ୍ମୁଖୀନ ହେଉଥିବା ସମସ୍ୟା ଗୁଡିକର ତୁରନ୍ତ ସମାଧାନ କରିବା ଉପରେ ଗୁରୁତ୍ୱ ପ୍ରତି ୧୫…

ନିଖୋଜ ହେବାର ୮ଦିନ ପରେ,ମହାନଦୀ ଟାପୁରୁ ପଦ୍ମଲୋଚନଙ୍କ ଗଳିତ ଶବ ଉଦ୍ଧାର 

 ସମ୍ବଲପୁର (ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଜିଲା ଧନକଉଡା ବ୍ଲକ ବୁର୍ଲାଥାନା ଚିପିଲିମା ଫାଣ୍ଡି ଅନ୍ତର୍ଗତ କର୍ଡୋଲା ଗ୍ରାମର ଜଣେ ବିବାହିତ ଯୁବକ ଗତ ଗୁରୁବାର ଦିନରୁ ନିଖୋଜ ଥିବାବେଳେ,୮ଦିନ ପରେ ଧନକଉଡା ବ୍ଲକ କୁଦ ଗୁଣ୍ଡେରପୁର ପଞ୍ଚାୟତ କୁଦ ତବଡା ମହାନଦୀ ମଝିସ୍ଥିତ ଏକ ବୁଦାରୁ…

ଶୁକ୍ରବାର ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ : ଭୋପାଲରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ  ବୈଜୟନ୍ତ 

ଭୋପାଲ /ଭୁବନେଶ୍ୱର(ଏସପିବି) : ଶୁକ୍ରବାର ବହୁ ପ୍ରତିକ୍ଷିତ ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନ ଅନୁଷ୍ଠିତ  ହେବାକୁ ଥିବା ବେଳେ ବିଜେପିର ବରିଷ୍ଠ  ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ସହ ବୁଧବାର ଭୋପାଳରେ ପହଞ୍ଚିଛନ୍ତି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ରାଜ୍ୟସଭା…

ଗଲୱାନ ଶହୀଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି 

ପଦ୍ମପୁର-ଗତ ୧୬ ତାରିଖରେ ଗଲୱାନ ଘାଟିରେ ଚୀନ ସୈନ୍ୟ  ମାନଙ୍କ ସହିତ ବୀରତ୍ବ ସହକାରେ ଲଢି ଦେଶ ମାତୃକା ପାଇଁ ଜୀବନ ଉତ୍ସର୍ଗ କରିଥିବା କୋଡିଏ ଜଣ ଶହୀଦ ଯବାନଙ୍କ ଉଦ୍ଦେଶ୍ୟରେ, ଆଜି ସନ୍ଧ୍ୟାରେ ପଦ୍ମପୁର ରି - କ୍ରିଏସନ ସେଣ୍ଟର ଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା  । ଅଶୋକ…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରାଜ୍ୟବ୍ୟାପୀ କାର୍ଯ୍ୟକାରୀ କରିବାକୁ କ୍ୟାବିନେଟ ନିଷ୍ପତ୍ତି 

"ସବୁ ସେଇ ଲୀଳାମୟଙ୍କ ଇଛା, ତାଙ୍କ ଇଛାକୁ ସମ୍ମାନ ଦେବା ହିଁ ପ୍ରକୃତ ଭକ୍ତି "  ଭୁବନେଶ୍ୱର : ସବୁ କାଳିଆ ଠାକୁରଙ୍କ ଇଛା | ସେ ବିଶ୍ୱ ନିୟନ୍ତା | ତାଙ୍କରି ଇଛାରେ ସବୁ ଚାଲିଛି | ଆମେ ନିମିତ୍ତ ମାତ୍ର ବୋଲି ଉଲ୍ଲେଖ କରି ଆଣି କ୍ୟାବିନେଟ ସଂକଳ୍ପ ଗୃହୀତ ହେବା ସହ ମାନ୍ୟବର ସୁପ୍ରିମ…