ଚୋରା ଚାଲାଣ  ବେଳେ ପିକ ଅପ ସହ ୨୪କେଜି ଗଞ୍ଜେଇ ଜବତ ,୩ ଅଭିଯୁକ୍ତ ଗିରଫ।

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ସମ୍ବଲପୁର ଜିଲ୍ଲା ରେଢାଖୋଲ ଅଞ୍ଚଳରେ ଦିନକୁ ଦିନ ବେଆଇନ ଗଞ୍ଜେଇ ଚୋରା ଚାଲାଣ ବଢ଼ିବାରେ ଲାଗିଛି।ହେଲେ ଏହି ବେଆଇନ ଗଞ୍ଜେଇ ଚୋରା ଚାଲାଣ ବେଳେ ରେଢାଖୋଲ ଥାନା ପୋଲିସ କାଲି ସନ୍ଧ୍ୟାରେ ରାଞ୍ଚି-ବିଜୟୱାଡା ଜାତୀୟ ରାଜପଥ ତଥା…

ଧାନ ସିଝେଇବା ବେଳେ ଲାଗିଲା ନିଆଁ, ସବୁ ପୋଡି ଛାରଖାର

 ବାରିପଦା(ଦିଲ୍ଲୀପ ମହାନ୍ତି )-  ମୟୂରଭଞ୍ଜ ଜିଲ୍ଲା ହାତୀବନ୍ଧ ଗ୍ରାମ, ଖାନୁଆ ଜିପି, ବଡ଼ସାହି ବ୍ଲକର ବଳରାମ ବାସ୍କେଙ୍କ ଘରେ ଧାନ ସିଝେଇବା ବେଳେ ଅଗ୍ନିକାଣ୍ଡ ଘଟି  ପ୍ରାୟ ୩ ବଖରା ଝାଟିମାଟି ଘର ସହିତ ଘରେ ଥିବା ଧାନ, ଭାଉଳ, ଜମି ଜମା କାଗଜପତ୍ର, ଟଂକାପଇସା, ଲୋଗାପଟା ଆଦି ପୋଡି…

ମୁଖ୍ୟମନ୍ତ୍ରୀ ନବୀନଙ୍କ ନିଷ୍ପତ୍ତିକୁ ମୟୂରଭଞ୍ଜ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଅଣଦେଖା

ବାରିପଦା(Dillip Mohanty)- କରୋନା ଭାଇରସକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ଥିବା ସମୟରେ ଏହାକୁ ବିଶ୍ୱ ମହାମାରୀ ଭାବେ ଘୋଷଣା କରିଛି ମିଳିତ ଜାତିସଂଘର ଡ଼ବ୍ଲୁ୍ୟ ଏଚ୍ ଓ । ଓଡ଼ିଶାର ରାଜଧାନୀ ବୂବନେଶ୍ୱରରେ ପ୍ରଥମ ବ୍ୟକ୍ତିଙ୍କ ରକ୍ତ ନମୁନାରେ  ଭାବେ କରୋନା ଭାଇରସ୍ ପଜିଟିଭ ବାହାରିଥିବାର…

ଏମ୍ସିଆଇ ଟିମର  ପିଆରଏମ  ପରିଦର୍ଶନ :ଆବଶ୍ୟକୀୟ ଶଯ୍ୟା ସଂଖ୍ୟା ପୂରଣ ନେଇ ଉଦବେଗ

ନୂତନ ହସ୍ପିଟାଲ ଗୃହ ଶୀଘ୍ର ସାରିବାକୁ ପରାମର୍ଶ ବାରିପଦା(ଦିଲ୍ଲୀପ ମହାନ୍ତି ): ଏମ୍ସିଆଇର ତିନିଜଣିଆ ଟିମ୍ ଆଜି ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ୍ କଲେଜ୍ ଏଣ୍ଡ୍ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ବିଭିନ୍ନ ବିଭାଗ ପରିଦର୍ଶନ କରି ଏମ୍ସିଆଇ ନିଦେ୍ର୍ଧଶାବଳୀ ଅନୁସାରେ ଆବଶ୍ୟକୀୟ…

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ କୋରନା ସଂପର୍କିତ ସତର୍କତାମୂଳକ ପଦକ୍ଷେପ ଜାରି  

ବାରିପଦା: (ଦିଲ୍ଲୀପ ମହାନ୍ତି )-ସମ୍ପ୍ରତି ସମଗ୍ର ବିଶ୍ୱରେ ୧୦୦ରୁ ଉଦ୍ଧ୍ୱର୍ ଦେଶରେ କରୋନା ଭୂତାଣୁ (କୋଭିଡ୍ - ୨୦୧୯) ସଂକ୍ରମିତ ହୋଇଥିବା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଏହାକୁ ଆନ୍ତର୍ଜାତୀୟ ଜରୁରୀ ସ୍ୱାସ୍ଥ୍ୟ ସଙ୍କଟ ଭାବେ ଘୋଷଣା କରାଯାଇଅଛି । ଏହାକୁ ଦୃଷ୍ଟିରେ ରଖି ଓଡିଶା…

ପୁରୀ ରଥ ନିର୍ମାଣ ପାଇଁ ଅନୁକୂଳ ହେଲା ଗଛ କଟା : ବୌଦ୍ଧ ଜିଲ୍ଲାରୁ ଯିବ ୨୮୫ ଖଣ୍ଡ ରଥ କାଠ

ବୌଦ୍ଧ(ଶାସକପ୍ରଶାସକ) ; ବିଶ୍ୱ ପ୍ରସିଦ୍ଧ ପବିତ୍ର ପୁରୀ ଘୋଷଯାତ୍ରା କୁ ଆଖି ଆଗରେ ରଖି ରଥ ନର୍ମାଣ ପାଇଁ ବୌଦ୍ଧ ଜିଲ୍ଲା କୁ ଶ୍ରୀମନ୍ଦିର ପ୍ରସାଶନ ପକ୍ଷରୁ ଆସିଥିବା ୩ ଜଣିଆ ଟିମ ମଙ୍ଗଳବାର ସକାଳ ୧୦ ଟାରେ ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ରେ ପହଁଚି ପୁରୀ ଶ୍ରୀମନ୍ଦିର ରୁ ଅଣାଯାଇଥିବା…

କରୋନା ଭାଇରସକୁ ନେଇ ଜିଲ୍ଳାପାଳ ଜାରୀ କଲେ ୧୪୪ ଧାରା : ପୋଲିସ ଓ ପ୍ରଶାସନିକ ଅଧିକାରୀ ବୁଲି ବୁଲି ଲୋକଙ୍କୁ କରାଇଲେ…

  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ଭାଇରସ ପ୍ରତି ଲୋକଙ୍କୁ ସଚେତନତା କରାଇବା କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ ଜିଲ୍ଲାପାଳ ଜିଲ୍ଲାରେ ୧୪୪ ଧାରା ଜାରି କରିଛନ୍ତି । ଏଥିରେ  ୫ ଜଣଙ୍କୁ ଛାଡିଦେଲେ ତା ଠାରୁ ଅଧିକ ସଂଖ୍ୟକ ଏକାଠି ରହିବା ନିଷେଧ । ଏତତବ୍ୟତୀତ…

କରୋନା ଭାଇରସ  ନ ବ୍ୟାପିବା  ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ  ପଦକ୍ଷେପ  

http://www.youtube.com/watch?v=5kYOklMNydY ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ଭାଇରସ ସାରା ଦେଶରେ ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଲୋକେ ଏଥିପ୍ରତି ଅତ୍ୟନ୍ତ ଭୟଭୀତ ହୋଇ ପଡିଲେଣି।  ଏ ଦିଗରେ ତପ୍ତରତା ପ୍ରକାଶ କରି ଗଜପତି ଜିଲ୍ଲା ପ୍ରଶାସନ…

କି ଦୁଃଖଦ :.୧୦ବର୍ଷର ବାଳିକା ଦୁଷ୍କର୍ମର ଶିକାର

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର)  : ଏହିଥାନା ଅଂଚଳରେ ଜଣେ ୧୪ ବର୍ଷର ବାଳକ ଦ୍ୱାରା ୧୦ବର୍ଷର ବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଓଡ଼ଗାଁ ଥାନାରେ ୬୬/୨୦ରେ ପକ୍ସୋ ଆକ୍ଟ ଅନୁସାରେ ମାମଲା ରୁଜୁ କରି ପୋଲିସ ଅଭିଯୁକ୍ତ ବାଳକର ଡାକ୍ତରୀ ପରୀକ୍ଷା ପରେ ଜୁଭେନାଇଲ କୋର୍ଟ…

ମନ୍ଦିରରେ କରୋନା ପ୍ରଭାଭ : ଶ୍ରଦ୍ଧାଳୁଙ୍କର ଭିିଡ କମିଲା 

ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ଶ୍ରୀରଘୁନାଥ ଜିଉଙ୍କ ମନ୍ଦିରେ ଆଜି ଅପରାହ୍ନ ଆଳତୀ ସମୟରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି । ସବୁଦିନ ପରି ଆଜି ଅଧିକ ସଂଖ୍ୟକ ଶ୍ରଦ୍ଧାଳୁ ପହଂଚିନଥିବା ବେଳେ ଉପସ୍ଥିତ ଅଳ୍ପ ସଂଖ୍ୟକ ଶ୍ରଦ୍ଧାଳୁ ମନ୍ଦିର ପ୍ରଶାସନ ବ୍ୟବସ୍ଥା ଅନୁସାରେ  ଆବଶ୍ୟକ…