କରୋନା ମୁକାବିଲା :୨୫୯୦ଟି ଘରୋଇ ସୁଲଭ ମୂଲ୍ୟ ଦୋକାନର ଲାଇସେନ୍ସ ୪ ମାସ ପାଇଁ ହେବ ନବୀକରଣ 

ଭୁବନେଶ୍ୱର(ଶାସକ ପ୍ରଶାସକ)  : କରୋନା(କୋଭିଡ୍-୧୯)କୁ ଦୃଷ୍ଟିରେ ରଖି  ହିତାଧିକାରୀମାନେ ଯେପରି ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା ଖାଦ୍ୟଶସ୍ୟ ସୁବିଧାରେ ପାଇପାରିବେ  ସେଥି ନିମନ୍ତେ ୨୫୯୦ଟି ଘରୋଇ ସୁଲଭ ମୂଲ୍ୟ ଦୋକାନର ଅପ୍ରେଲରୁ ଜୁଲାଇ ମାସ ୨୦୨୦ ପର୍ଯ୍ୟନ୍ତ ଲାଇସେନ୍ସ ନବୀକରଣ…

ବଡ଼ବିଲରେ ଦୁଇ ବାଇକ ଲୁଟେରା ଗିରଫ, ବାଇକ ଜବତ

ବଡ଼ବିଲ (ଶାସକ ପ୍ରଶାସକ) ଆଜି ବଡ଼ବିଲ ପୋଲିସ ଦୁଇ ଜଣ ବାଇକ ଲୁଟେରାଙ୍କୁ ଗିରଫ କରିବା ସହ ବାଇକ ଜବତ କରିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ ଗତ ମାର୍ଚ୍ଚ ୪ ତାରିଖରେ ଠାକୁରାଣୀ ଅଞ୍ଚଳର ଅର୍ଜୁନ ମହାନ୍ତ ତାଙ୍କ ବାଇକ ଲୁଟ ହୋଇଥିବା ଥାନାରେ ଅଭିଯୋଗ କରିଥିଲେ। ମାର୍ଚ୍ଚ ୪ ତାରିଖ ସନ୍ଧ୍ୟା…

“କରୋନା ମୁକାବିଲା ପାଇଁ  ରାଜ୍ୟମାନଙ୍କୁ କେନ୍ଦ୍ର ଯୋଗାଇଦେଉ ଆଗୁଆ ଆର୍ଥିକ ସହାୟତା “

http://www.youtube.com/watch?v=95UC6ILESqM କରୋନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ନବୀନ   ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ସହ ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ଆଲୋଚନା  କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |…

କରୋନା ସଚେତନତା : ଅଂଟା ଭିଡ଼ିଲେ  ଘରୋଇ ବସ୍‌ ମାଲିକ ସଂଘ,ଜିଲା ରେଡ୍‌କ୍ରସ୍‌ ଓ ବିଙ୍ଗ୍‌ ହ୍ୟୁମାନ ଫାଉଣ୍ଡେସନ

ବଲାଙ୍ଗୀର/ନିରୋଜ ମିଶ୍ର : ବଲାଙ୍ଗୀର  ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏକ ଜନ ସଚେତନତା କାର୍ଯ୍ୟକ୍ରମ ବଲାଙ୍ଗୀର ଟାଉନ ଘରୋଇ ବସ୍‌ ଷ୍ଟାଣ୍ଡଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଘରୋଇ ବସ୍‌ ମାଲିକ ସଂଘ,ଜିଲା ରେଡ୍‌କ୍ରସ୍‌ ସୋସାଇଟି ଓ ବିଙ୍ଗ୍‌…

ଦୁର୍ଘଟଣା : ଶିକ୍ଷକ ଗୁରୁତର  

ବଲାଙ୍ଗୀର/ ନିରୋଜ ମିଶ୍ର : ଗତକାଲି ଦୀପକ କୁମାର ସାହୁ (୨୮) ତାଳଚେର ର ଆଦର୍ଶ ବିଦ୍ୟାଳୟର ଇଂରାଜୀ ଶିକ୍ଷକ।  କରୋନା  ଭାଇରସ ପାଇଁ ଓଡିଶା ସରକାର ସମସ୍ତ ସ୍କୁଲ ଛୁଟି ଦେଇଥିବା ବେଲେ ପାଇକମାଳରେ ତାଙ୍କ ସ୍ତ୍ରୀ ଜଣେ ଶିକ୍ଷୟତ୍ରୀ ଥିବାରୁ ତାଙ୍କ ସ୍କୁଲ ମଧ୍ୟ ଛୁଟି ହୋଇଥିବା ବେଲେ ତାଙ୍କ…

ଯାତ୍ରୀବାହୀ ବସ ସହ ପିଟିହେଲା ହାଇବା : 32ଜଣ ଆହତ, ଜଣେ ବୃଦ୍ଧଙ୍କ ମୃତ୍ୟୁ

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ) :ସମ୍ବଲପୁର ଜ଼ିଲ୍ଲା କୁଚିଣ୍ଡା/ଜମନକିରା ଥାନା ସିମlବର୍ତ୍ତୀ ଅନ୍ତର୍ଗତ କତରକେଲା/ଗୁଲୁଜିପାଲି ବ୍ରିଜ ଉପରେ  ଆଜି ପୂର୍ବାହ୍ନ 09.30ରେ ଏକ ଘରୋଇ ଯାତ୍ରୀବାହୀ ବସ- ହାଇୱl ମୁହାଁମୁହିଁ ଧକ୍କା ହେବା ଫଳରେ 32ଜଣ  ଆହତ, ହେବା ସହ  ଜଣେ ବୃଦ୍ଧଙ୍କ  ମୃତ୍ୟୁ…

 ଘରୋଇ ବସ୍ ମାଲିକ ସଂଘ ଗୁଣପୁର ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ !

 ଗୁଣପୁର ରୁ ଉପଖଣ୍ଡ ପ୍ରତିନିଧି ମାଧବ ବିଡିକା : - ରାୟଗଡ଼ା ଜିଲ୍ଲା ଗୁଣପୁର ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ସ୍ଥାନୀୟ ଉପ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ ବନ୍ଧୋର ଙ୍କ ନିର୍ଦ୍ଦେଶ କ୍ରମେ ଆଜି ସକାଳୁ ସମସ୍ତ ବସ୍ ଗୁଡ଼ିକ ରେ ଫିନଇଲ୍ ପାଣି ସିଞ୍ଚନ କରିବା ସହ ବସ୍ ର ସିଟ ଏବଂ ରଡ଼…

କରୋନା ପାଇଁ କଟକଣା : ଧର୍ମାନୁଷ୍ଠାନଗୁଡିକୁ ଯାଇ ସ୍ଥିତି ସମୀକ୍ଷା କଲେ ପଦ୍ମପୁର ଉପଜିଲ୍ଲାପାଳ 

ପାଇକମାଳ (ଶାସକ ପ୍ରଶାସକ) : କରୋନାକୁ ଏବେ ସାରା ବିଶ୍ୱ ଆତଙ୍କିତ । ଭାରତ ସରକାର ତଥା ରାଜ୍ୟ ସରକାର ମାନେ ଏହି ଭୁତାଣୁ ସଂକ୍ରମଣ ଠାରୁ ଦେଶବାସୀ ଙ୍କୁ ସୁରକ୍ଷା ଦେବାପାଇଁ ଅନେକ ସତର୍କତା ଅବଲମ୍ବନ କରାଯିବା ସହିତ ସଚେତନତା ସୃଷ୍ଟି କରାଯାଉଛି ।        ସରକାରଙ୍କର ଏହି କାର୍ଯ୍ୟକ୍ରମ…

ସାମାଜିକ ଦୂରତା, ସଚେତନତା, ମାନବବାଦ ଆଉ ଶୃଙ୍ଖଳିତ ଅନୁପାଳନ ଉପରେ ସରକାରଙ୍କ ଗୁରୁତ୍ୱ 

କରୋନା: ସଦ୍ୟ ମାର୍ଗଦର୍ଶିକାରେ ସରକାର କଣ କରିବାକୁ କହିଲେ ଦୟାକରି ନିଶ୍ଚୟ ପଢନ୍ତୁ    ଧର୍ମାନୁଷ୍ଠାନ ପାଇଁ ଜାରି କରାଯାଇଥିବା ମାର୍ଗଦର୍ଶିକାକୁ ଶୃଙ୍ଖଳା ପାଳନ ହୋଇଥବା ଯୋଗୁ କୃତଜ୍ଞତା ଜଣାଇଲେ ମୁଖ୍ୟମନ୍ତ୍ରୀ ୨୨ ତାରିଖ ସକାଳ ୭ ଟାରୁ ରାତି ୯ଟା ପର୍ଯ୍ୟନ୍ତ "ଜନତାକର୍ଫ୍ୟୁ…

କରୋନା : ଗୋଟିଏ ଜାଗାରେ ୭ ରୁ ଅଧିକ ଲୋକ ଏକାଠି ମନା

ଭୁବନେଶ୍ୱର(ଶାସକ ପ୍ରଶାସକ));ଏଣିକି ସର୍ବସାଧାରଣରେ ଏକାଠି ହୋଇପାରିବେନି ୭ରୁ ଅଧିକଲୋକ | କରୋନା ପରିପ୍ରେକ୍ଷୀରେ ରାଜ୍ୟ ସରକାର ଜାରି କରିଛନ୍ତି ଏହି କଟକଣା | କାରଣ ମୁକାବିଲାକରିବାକୁ ରାଜ୍ୟ ସରକାର ପାର୍ଯ୍ୟାୟକ୍ରମେ ବହୁ ପଦକ୍ଷେପ ନେଉଥିବା ବେଳେ ଏବେ ଜାରି କରିଛନ୍ତି ସଦ୍ୟତମ କଟକଣା |…