ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ଦେଲେ ବାର୍ତ୍ତା :  ଘୋଷଣା କଲେ ଲକଡାଉନ, ଲୋଡିଲେ ସହଯୋଗ  

http://www.youtube.com/watch?v=WU5Txjb85N4  "ଆଗାମୀ ସପ୍ତାହ ଆମ ପାଇଁ ଖୁବ ଗୁରୁତ୍ବପୂର୍ଣ୍ଣ। ଗତ କିଛି ଦିନ ମଧ୍ୟରେ ବିଦେଶରୁ ୩୦୦୦ରୁ ଅଧିକ ଲୋକ ଓଡିଶାକୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତ ହେଉଛନ୍ତି ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡା ଓ ଅନୁଗୁଳ ଜିଲ୍ଲାର।…

କରୋନାକୁ ନେଇ ପୁଣି ଏକ ଭିଡିଓ ଜାରିକଲେ ଦାସବର୍ମା

ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ପାଳନ ସହ ଜନତା କର୍ଫ୍ୟୁକୁ ସଫଳ କରିବା ପାଇଁ କଲେ ଅନୁରୋଧ । ଭୁବନେଶ୍ୱର(ଶାସକ ପ୍ରଶାସକ) : କରୋନାକୁ ନେଇ ପୁଣି ଏକ ଭିଡିଓ ଜାରିକଲେ ଦାସବର୍ମା । ଗତ ଭିଡ଼ିଓରେ ନିଜ ଲଣ୍ଡନ ଫେରନ୍ତା ପୁଅର ପଞ୍ଜିକରଣ କରି ଆଇସଲେସନରେ ରଖିଥିବା ବିଷୟରେ ସୂଚନା ଦେଇଥିଲେ ।…

କୋବିଦ-୧୯ ପୋର୍ଟାଲରେ ନିଜକୁ ପଞ୍ଜିକରଣ କଲେ ବିଦେଶାଗତ ମାଷ୍ଟର ସେଫ

ଭୁବନେଶ୍ୱର(ଶାସକ ପ୍ରଶାସକ)  ଓଡିଶା ସରକାରଙ୍କ ଦ୍ୱାରା କାରଣ ମହାମାରୀର ମୁକାବିଲା ପାଇଁ ବିଦେଶାଗତ ଓଡ଼ିଆମାନଙ୍କ ପଞ୍ଜିକରଣ ସକାଶେ କରିଥିବା କୋବିଦ-୧୯ ପୋର୍ଟାଲରେ ପଞ୍ଜିକରଣ କରିଛନ୍ତି ମାଷ୍ଟର ସେଫ ଅବିନାଶ ନାୟକ | ଆଉ ଏଥିପାଇଁ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଵିନାଶଙ୍କୁ…

“ରାଜ୍ୟସରକାର ଅଧିକା ସୁଧ ଲାଭରେ ରଖିଥିଲେ ପରା, ତାହା ୮% ଟା ୨.୧୧% ହେଲା କେମିତି !”

 ସରକାରୀ ଅଧିକାରୀଙ୍କ ଠାରୁ ବକେୟା ଅର୍ଥ ଆଦାୟ କରନ୍ତୁ ରାଜ୍ୟସରକାର   ଆକଳନ କରିଥିବା ୮ ପ୍ରତିଶତ ସୁଧରୁ ମାତ୍ର ୨.୧୧ କମ୍ ସୁଧ ହାରରେ ପଇସା ଫେରସ୍ତ ହୋଇଛି  ଜଗନ୍ନାଙ୍କ ଟଙ୍କା ଘରୋଇ ବ୍ୟାଙ୍କରେ କିପରି ରହିଲା ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦରକାର  ଘରୋଇ ବ୍ୟାଙ୍କରେ…

କରୋନା ମୁକାବିଲା : ସଚେତନତା ପାଇଁ ଅଣ୍ଟା ଭିଡ଼ିଲେ ପାରଳାଖେମୁଣ୍ଡିରେ ବିଭିନ୍ନ ମହଲ

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ସହରରେ ବିଭିନ୍ନ ଅନୁଷ୍ଠାନ ଓ ପୋଲିସ ପ୍ରଶାସନ ପକ୍ଷରୁ କରୋନା ଭୁତାଣୁ ମୁକ୍ତ ସମାଜ ଗଠନ ପାଇଁ ଏବଂ ଏହି ମହାମାରି ରୋଗର କଡା ମୁକାବିଲା କରାଯିବା ନେଇ ବିଭିନ୍ନ ମହଲପକ୍ଷରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଏହି…

ସମାଜ ସେବୀ କଂଗ୍ରେସ ଭାଇ ଆଉ ନାହାନ୍ତି

ବାରିପଦା(ଦିଲ୍ଲୀପ ମହାନ୍ତି)- ସମସ୍ତଙ୍କର ପ୍ରିୟ କଂଗ୍ରେସ ଭାଇ ଆଉ ନାହାନ୍ତି । ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କଂଗ୍ରେସ ନାଏକଙ୍କ  ଜନ୍ମ 1967 ମସିହା ମୟୂରଭଞ୍ଜ ଜିଲ୍ଲା ରରୁଆଁ ବ୍ଲକ ଶିରlକୁଳି ଗ୍ରାମରେ । ଲୋକେ ତାଙ୍କୁ ଆଦରରେ କଂଗ୍ରେସ ଭାଇ ବୋଲି ଡାକୁଥିଲେ । ସେ ଥିଲେ ଚିର…

ସମ୍ବଲପୁର ଏଡିଏମଓ ଅଶୋକ ଦାସଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର(ଶାସକ ପ୍ରଶାସକ)ସମ୍ବଲପୁର ଏଡିଏମଓ ଡ଼ଃ ଅଶୋକ ଦାସଙ୍କ ସେବା ମନୋଭାବର ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ମାତାଙ୍କ ଦେହାନ୍ତର ଗୋଟିଏ ଦିନ ପରେ ନିଜ ଦାୟିତ୍ୱକୁ ଗୁରୁତ୍ୱ ଦେଇ କାର୍ଯ୍ୟରେ ଯୋଗ ଦେଇଥିଲେ ଡ଼ଃ ଦାସ । ସମ୍ପ୍ରତି କୋବିଡ଼-19ର ସଂକ୍ରମଣ କୁ…

ଆମ ସମସ୍ତଙ୍କୁ ମିଳିମିଶି ଧୈର୍ଯ୍ୟ ଓ ସାହାସର ସହ କରୋନା ଆହ୍ୱାନର ମୁକାବିଲା କରିବାକୁ ପଡିବ – ଧର୍ମେନ୍ଦ୍ର…

କୋରନା ମୁକାବିଲା ନେଇ ସାମାଜିକ ଗଣମାଧ୍ୟମରେ ସଚେତନତାର ବାର୍ତା ଦେଲେ କେନ୍ଦ୍ରମନ୍ତ୍ରୀ  କରୋନା ଭାଇରସକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ସକରାତ୍ମକ ପଦକ୍ଷେପ ନେଉଛନ୍ତି  ଭୟଭୀତ ହେବା ବଦଳରେ ପ୍ରତିଷେଧକ ଓ ସୁରକ୍ଷାଗତ ପଦକ୍ଷେପ ନେବା ଏବେ ସମୟର ଆହ୍ୱାନ …

ତିନି ମାସ ପାଇଁ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ହଷ୍ଟେଲ ବନ୍ଦ, ସେମାନଙ୍କୁ ମିଳିବ ଅଗ୍ରୀମ ଖାଦ୍ୟପେୟ ଓ ଯାତାୟତ ଖର୍ଚ୍ଚ

ଭୁବନେଶ୍ୱର/(ଶାସକ ପ୍ରଶାସକ):  କରୋନା(କୋଭିଡ୍-୧୯)କୁ ଦୃଷ୍ଟିରେ ରଖି ବ୍ୟାପକ ସତର୍କତା ଅବଲମ୍ବନ କରାଯାଉଥିବା ବେଳେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ହଷ୍ଟେଲ୍ଗୁଡ଼ିକୁ ବନ୍ଦ କରିଦିଆଯାଇଛିା ଏହା ସହିତ ଭିନ୍ନକ୍ଷମମାନଙ୍କ ପାଇଁ କାର୍ଯ୍ୟ କରୁଥିବା…