କରୋନା : ପଶ୍ଚିମାଞ୍ଚଳ ଏକତା ମଞ୍ଚ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ବର୍ତ୍ତମାନ ସମଗ୍ର ବିଶ୍ୱ, କରୋନା ରୋଗ କୁ ନେଇ ଭୟଭୀତ, ଆତଙ୍କିତ ଓ ସଂକ୍ରମିତ । ସ୍ଥିତି ର ଭୟାବହତା ଓ ଗୁରୁତ୍ୱ କୁ ଦେଖି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ବିଶ୍ୱ ମହାମାରୀ ବୋଲି ଘୋଷଣା କରିସାରିଛି । କରୋନା ଭୁତାଣୁ ସଂକ୍ରମଣ କୁ  ରୋକିବା ପାଇଁ ଭାରତ…

ଜ଼ିଲ୍ଲାରେ କରୋନା ଭୁତାଣୁ ମୁକାବିଲାର ଅଗ୍ରଗତି ନେଇ ଜିଲ୍ଲାପାଳ କଲେ ସମୀକ୍ଷା

ସମ୍ବଲପୁର/(ରମାକାନ୍ତ ବିଶ୍ବାଳ ): ଜ଼ିଲ୍ଲାରେ କରୋନା ଭୁତାଣୁ ମୁକାବିଲାର ଅଗ୍ରଗତି ନେଇ  ସମ୍ବଲପୁର ଜ଼ିଲ୍ଲାପରିଷଦର ଆଜି ଏକ ସ୍ଵତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା l ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଜ଼ିଲ୍ଲାପାଳ ଶୁଭମ  ସକ୍ସେନା ଙ୍କ ଅଧ୍ୟକ୍ଷତାରେ…

ପର୍ଯ୍ୟାପ୍ତ ପରିମାଣର ନଗଦ ରାଶି ଗଚ୍ଛିତ ରଖିବା ପାଇଁ ବ୍ୟାଙ୍କଗୁଡିକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ

  ବାରିପଦା (ଦିଲ୍ଲୀପ ମହାନ୍ତି): ସଂପ୍ରତି ସମଗ୍ର ବିଶ୍ୱରେ ଦେଖାଯାଇଥିବା ନୋଭେଲ କରୋନା (କୋଭିଡ୍ –୨୦୧୯) ଭାଇରସ ଜନିତ ରୋଗ ସଂକ୍ରମଣକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାତୀୟ ବିପର୍ଯ୍ୟୟ ଘୋଷଣା କରାଯିବା ପରେ ଭାବେ ଆମ ଦେଶରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ଏହାକୁ ଜାତୀୟ /…

   ସିଙ୍ଗାପୁରରେ ଚାକିରୀ କରେଇ ଦେବ କହି ଯୁବତୀଙ୍କଠାରୁ ଅନ୍ ଲାଇନରେ ଲୁଟ୍

ବାରିପଦା(ଦିଲ୍ଲୀପ ମହାନ୍ତି) - ପ୍ରଥମେ ଫୋନ କଲ ଓ ପରେ ଇମେଲ୍। ଶେଷରେ ଅନ୍ ଲାଇନରେ ସିଙ୍ଗାପୁରରେ ଏକ ନାମୀଦାମୀ ହୋଟେଲରେ ଚାକିରୀ କରାଇଦେବାର ପ୍ରତିଶ୍ରୁତି ଦେଇ ବ୍ୟାଙ୍କ ଜମାଖାତାରୁ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୬୪ହଜାର ଟଙ୍କାରୁ ଊର୍ଧ୍ବ ଟଙ୍କା ଉଠାଇ ନେବା ପରେ ଚାକିରୀ ନାହିଁ କି…

 ନକ ଡାଉନ ପାଇଁ ଲକ ଡାଉନ : ଵାଗଚୀ

କରୋନା : ବାଧ୍ୟ ହୋଇ ଗଣମାଧ୍ୟମ ପାଇଁ ବି ଜାରି ହେଲା ମାର୍ଗଦର୍ଶିକା  ପ୍ରକାଶ କରିପାରିବେନି ଆକ୍ରାନ୍ତ ବ୍ୟକ୍ତି, ତାଙ୍କର ଆତ୍ମୀୟ, ଚିକିତ୍ସା କରୁଥିବା ଡାକ୍ତର, ସହଯୋଗୀ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ସଂପର୍କିତ ତଥ୍ୟ ଭୁବନେଶ୍ୱର (ଶାସକ ପ୍ରଶାସକ) : ମହାମାରୀ ରୋଗ ଆଇନ-୧୮୯୭ର ଧାରା-୨ ଏବଂ…

ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ସମାଜସେବୀ: ଉପାନ୍ତ ଅଞ୍ଚଳରେ ବ୍ୟାପକ ସଚେତନତା ଦାବୀ 

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ): - ଜିଲ୍ଲାର ଉପାନ୍ତ ଅଞ୍ଚଳରେ ଥିବା ଅନୁନ୍ନତ ଗାଁ ଗୁଡିକରେ କରୋନାର ଭୟାବହତା ଓ ଏହାର ନିରାକରଣ ସମ୍ୱନ୍ଧରେ ଅସଚେତନତା ଏବେ ଜିଲ୍ଲାବାସୀଙ୍କ ବିପଦ ସଂକେତ ସୃଷ୍ଟିକରିଛି ବୋଲି ଅଭିଯୋଗ କରିଛନ୍ତି ଜିଲ୍ଲାର ଜଣାଶୁଣା ସମାଜସେବୀ ଶାନ୍ତନୁ କୁସୁମ | ତାସହିତ…

ଧିକ ଏ ନିଶା ବେପାରୀଙ୍କୁ : ବିଶ୍ୱ କରୋନା ବିରୋଧରେ ଯୁଝୁଛି, ଏମାନେ ନିଶା ବେପାରରେ ବ୍ୟସ୍ତ |

ବରଗଡ /ଶାସକ ପ୍ରଶାସକ :- ବର୍ତ୍ତମାନର ସମୟରେ ସାରା ବିଶ୍ୱ କରନା କୁ ନେଇ ମାତ୍ରାଧିକ ଭାବରେ ଚିନ୍ତିତ ଥିବା ସମୟରେ ଯୁବ ସମାଜକୁ ନିଶାଶକ୍ତ କରାଇ ନିଜର ଫାଇଦା ଉଠାଉଥିବା ନିଶା ବ୍ୟବସାୟୀ ମାନଙ୍କର ଭିତରେ କିନ୍ତୁ ମାନବିକତା ସମ୍ପୂର୍ଣ୍ଣ ଭାବରେ ମରି ଯାଇଛି ।ଯାହାର ଏକ ଜ୍ୱଳନ୍ତ ପ୍ରମାଣ…

 ପୁଣି ଟଳିପଡିଲା ଗଜରାଜ : ନାକ୍ଟିଦେଉଳ ରେଞ୍ଜରେ ହାତୀଛୁଆର ମୃତ୍ୟୁ

ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ :ସମ୍ବଲପୁର ଜିଲ୍ଲା  ରେଢାଖୋଲର ଉପଖଣ୍ଡ ନାକ୍ଟିଦେଉଳ ରେଞ୍ଜରେ ପୁଣି ଏକ ହାତୀଛୁଆର ମୃତୁ ଘଟିଛି । ସୂଚନା ଯୋଗ୍ୟ ଯେ, ନାକ୍ଟିଦେଉଳ ରେଞ୍ଜ ଅନ୍ତର୍ଗତ ବିନ୍ଧପୁର ଗ୍ରାମରେ ହାତୀ ଛୁଆଟିର ମୃତ୍ୟୁ ହୋଇଥିବା ଖବର ଜଣାପଡିଛି । ହାତୀ ପଲ…