ବୁଧବାର ଦିନ ୨ଘଟିକା ପର୍ଯ୍ୟନ୍ତ ସମଗ୍ର ପୁରୀ ଜିଲ୍ଲାକୁ ସଟ ଡ଼ାଉନ 

0 2

ଭୁବନେଶ୍ୱର : ଆଜି ରାତି ୯ଟାରୁ ୨୪ ତାରିଖ ଦିନ ୨ ଟା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ସମଗ୍ର ପୁରୀ ଜିଲ୍ଲାକୁ ସଟ ଡ଼ାଉନ ଘୋଷଣା  କରିଛନ୍ତି ରାଜ୍ୟ ସ୍ୱତନ୍ତ୍ର  ରିଲିଫ କମିଶନର | ଏହି ସମୟରେ ପୁରୀକୁ ଯାତ୍ରୀବାହୀ ବାସ, ଟ୍ରେନ ବା ଅନ୍ୟ ଗାଡ଼ିଙ୍କ ଯାତାୟାତ ଉପରେ କଟକଣା | କେବଳ ଅତ୍ୟାବଶ୍ୟକ  ସେବା ଓ ପୋଲିସ କର୍ମଚାରୀଙ୍କୁ ନେଇ ଯାଉଥିବା ଗାଡିକୁ ପ୍ରବେଶ ଅନୁମତି ମିଳିବ |  

 

Leave A Reply

Your email address will not be published.