କରୋନା ମୁକାବିଲା : ଲକ ଡାଉନ, ସମ୍ବଲପୁର ଠପ
http://www.youtube.com/watch?v=NN1KzR7swqk
ସମ୍ବଲପୁରରୁ ରଚନା ଦ୍ବିବେଦୀ: ବିଶ୍ୱରେ ଦେଖାଦେଇଥିବା ମହାମାରୀ କରୋନା ରୋଗର ମୁକାବିଲା ପାଇଁ ଚାରିଆଡ଼େ ସଚେତନତା ସୃଷ୍ଟି କରାଯାଉଛି। ଏହି ଭୂତାଣୁର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ମଧ୍ୟ ସହର ଗୁଡିକୁ ଲକ୍ଡାଉନ୍…