ଭୁବନେଶ୍ୱର : ପ୍ରତିବର୍ଷ ରଥଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶ୍ରୀମନ୍ଦିର ସମ୍ମୁଖରେ ଲୋକାର୍ପିତ ହୋଇଥାଏ ଓଡିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସ୍ୱତନ୍ତ୍ର ରଥ ସଂଖ୍ୟା । ହେଲେ ଏଥର କରୋନା କଟକଣା ପାଇଁ ତାହା ସମ୍ଭବ ହୋଇପାରିନି । ଆଜି ତାହାଲୋକାର୍ପିତ ହୋଇଛି ଲୋକ ସେବା ଭବନରେ । ସେପଟେ ବଡଦାଣ୍ଡରେ ରଥ ଗଡ଼ିଲା ବେଳକୁ ଏପଟେ ଲୋକସେବା ଭବନରେ ଲୋକାର୍ପିତ ହୋଇଥିଲା ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ।