୧୧୪୩ ଜଣଙ୍କ ମଧ୍ୟରୁ ଜଣେ ସେବାୟତ କରୋନା ପଜିଟିଭ

0 2

ପୁରୀ,୨୩/୬: ସୋମବାର ଜଣେ ସେବାୟତର କରୋନା ପଜିଟିଭ ଆସିଛି ।  ସଂକ୍ରମିତ ସେବାୟତ ଏବେ ଚିକିତ୍ସାଧିନ ଥିବା ଜଣାପଡିଛି। ସୁପ୍ରିମକୋର୍ଟଙ୍କ  ନିର୍ଦ୍ଦେଶ ଅନୁସାରେ ଗତକାଲି ୧୧୪୩ ସେବାୟତଙ୍କ ନମୁନା ସଂଗ୍ରହ କରାଯାଇ ପରିକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୧୧୪୨ ନେଗେଟିଭ ଆସିଥିବା ବେଳେ ଜଣେ ପଜିଟିଭ ଚିହ୍ନଟ ହୋଇଥିଲେ । ଏ ନେଇ ପ୍ରଶାସନ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।  ସଂକ୍ରମିତ ରହୁଥିବା ଅଞ୍ଚଳକୁ ସିଲ୍ କରାଯିବାସହ କଣ୍ଟାକ୍ଟ ଟ୍ରେସିଂ କରାଯାଉଛି ।

Leave A Reply

Your email address will not be published.