ବୀରମହାରାଜପୁର ବ୍ଳକରେ କରୋନା ସନ୍ଦିଗ୍ଧ ଙ୍କ ପାଇଁ ୧୭ ଅସ୍ଥାୟୀ ଶିବିର ବ୍ୟବସ୍ଥା ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକରେ କରୋନା ସନ୍ଦିଗ୍ଧ ଙ୍କ ଚିକିତ୍ସା ପାଇଁ ୧୭ଗୋଟ ଅସ୍ଥାୟୀ ଶିବିର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ମୋନିସା ବାନାର୍ଜୀଙ୍କ ନିଦ୍ଦେର୍ଶକ୍ରମେ ଏହି ବ୍ଯବସ୍ଥା କରାଯାଇଛି । ବୀରମହାରାଜପୁର…

ବୀରମହାରାଜପୁର ବ୍ଲକରେ ବନ୍ଦ୍ ହେବ ୩୨ଟି ବିଦ୍ୟାଳୟ ।

ଅଭିଭାବକ ମଧ୍ୟରେ ଅସନ୍ତୋଷ : ବିପଦପୂର୍ଣ୍ଣ ରାସ୍ତାରେ ଯିବାଆସିବା କରିବେ ଛାତ୍ରଛାତ୍ରୀ । ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ରେ ବିଭିନ୍ନ ବିଦ୍ୟାଳୟରେ  ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ନ ଥିବା କାରଣରୁ ପ୍ରାଥମିକ ଓ ଉଚ୍ଚ…

ସପରିବାର ଘଣ୍ଟିବଜାଇ ସେବା  ପ୍ରଦାନକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ଜଣାଇଲେ କୃତଜ୍ଞତା 

କରୋନା ବିରୋଧରେ ଦେଶବାସୀଙ୍କ ଏକାଠି କରିଛନ୍ତି- ଧର୍ମେନ୍ଦ୍ର  ପ୍ରଧାନ ନୂଆଦିଲ୍ଲୀ /ଭୁବନେଶ୍ବର(ଶାସକ ପ୍ରଶାସକ) :  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ 'ଜନତା କର୍ଫ୍ୟୁ " ଅବସରରେ  କରୋନା ଭାଇରସ ବିଋଦ୍ଧରେ ଲଢି ଦେଶବାସୀଙ୍କ ସେବାରେ ଲାଗିଥିବା ବ୍ୟକ୍ତିମାନଙ୍କୁମାନଙ୍କୁ…

କରୋନା ମୁକାବିଲା :  ୩୬୬୭ ଜଣ ୧୦୪ ହେଲ୍ପ ଲାଇନ୍ ଜରିଆରେ କରିଛନ୍ତି ପଞ୍ଜୀକରଣ

 ସବୁପ୍ରକାର ମୌଳିକ ସୁବିଧା ଥାଇ ୭୨୭୬ଟି ଅସ୍ଥାୟୀ ଚିକିତ୍ସା ଶିବିର ଚିହ୍ନଟ  ଭୁବନେଶ୍ୱର (ଶାସକ ପ୍ରଶାସକ) : ଙ୍କପୂର୍ବରୁ ୫ଟି ଜିଲ୍ଲା ଖୋର୍ଦ୍ଧା, କଟକ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ଅନୁଗୋଳ ସହିତ ୮ଟି ସହର ଯଥା-ପୁରୀ, ରାଉରକେଲା (ରାଉରକେଲା ଇସ୍ପାତ ନଗରୀ ସମେତ), ସମ୍ବଲପୁର,…

ବାରିପଦା ପୌରପରିଷଦ : ସଫେଇକୁ ନେଇ ଜନସାଧାରଣ ଓ ସଫେଇ କର୍ମଚାରୀ ମୁହାଁମୁହିଁ, ଥାନାରେ ମାମଲା

ବାରିପଦା(ଦିଲ୍ଲୀପ ମହାନ୍ତି )-  ବାରିପଦା ପୌରପରିଷଦରେ ସଫେଇକୁ ନେଇ ଆଜି ପୌରବାସୀ ଓ ସଫେଇ କର୍ମଚାରୀ ମୁହାଁମୁହିଁ ହେବା ସାଙ୍ଗକୁ ଉଭୟ ପକ୍ଷରୁ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଛି । ପୁଲିସ ପୃଥକ ଭାବେ ଦୁଇଟି ମାମଲା ରୁଜୁ କରିବା ସଂଗେସଂଗେ ଉଭୟ ପକ୍ଷଙ୍କ ଅଭିଯୋଗକୁ ଭିତ୍ତି…

ଲକ ଡାଉନ ଏରିଆରେ ବ୍ୟାଙ୍କଗୁଡ଼ିକ ଖୋଲିବ  ସକାଳ ୧୦ଟାରୁ ଦିନ  ୨ଟା ପର୍ଯ୍ୟନ୍ତ

 ୨ ଜଣରୁ କମ୍ ବା ୭ ଜଣରୁ ଅଧିକ  ଷ୍ଟାଫ୍ ବ୍ୟାଙ୍କରେ ନିୟୋଜିତ କରିବେ ନାହିଁ | କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶନାମା ଭୁବନେଶ୍ୱର (ଶାସକ ପ୍ରଶାସକ) : କୋଭିଡ୍-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଓଡ଼ିଶାର ବ୍ୟାଙ୍କଗୁଡ଼ିକୁ ରାଜ୍ୟ…

ଜାମଶୋଳାଠାରେ ଝାରଖଣ୍ଡ ପୋଲିସ ଓ ପଶ୍ଚିମବଙ୍ଗ ପୋଲିସ ଦ୍ବାରା ସୀମା ଲକଡାଉନ

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୁରଭଞ୍ଜ ଜିଲ୍ଲା ଓଡିଶା ସୀମାନ୍ତବର୍ତ୍ତୀ ଅଂଚଳ ଜାମଶୋଳା ଠାରେ ପଶ୍ଚିମବଙ୍ଗ ଏବଂ ଝାରଖଣ୍ଡ ପୋଲିସ ଦ୍ବାରା ସୀମା ଲକଡାଉନ କରାଯାଇଛି । ପ୍ରକାଶଥାଉକି ଦିନକୁ ଦିନ  କରୋନା ସ୍ଥିତି ଦିନକୁ ଦିନ ଉଦବେଗ ଜନକ ହେଉଥିବା ବେଳେ ଦେଶରେ ବଢିଚାଲିଛି କରୋନା…

ଲକ ଡାଉନର ପ୍ରଭାବ : ରେଢାଖୋଲ ଶୂନଶାନ୍ ।

ରେଢ଼ାଖୋଲ/ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ରାଜ୍ୟ ସରକାର ୫ଟି ଜିଲ୍ଲାକୁ ଲକ ଡାଉନ ଘୋଷଣା କରିବା ପରେ ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ  ପ୍ରଶାସନ ପକ୍ଷରୁ ଅାଜି ବ୍ୟାପକ ପଦକ୍ଷେପ ନିଆଯାଇଛି। ବସ ଚଳାଚଳକୁ ବନ୍ଦ କରାଯିବାପରେ ଦୋକାନ ବଜାର ବନ୍ଦ କରାଯାଇଛି। ସେହିପରି…

ହୀରକ ଜୟନ୍ତୀ ପାଳନ ସ୍ଥଗିତ

ପଦ୍ମପୁର(ଶାସକ ପ୍ରଶାସକ) ସମଗ୍ର ଦେଶ ତଥା ରାଜ୍ୟରେ ଭୟଙ୍କର ରୂପ ନେଇଥିବା କରୋନା ଆତଙ୍କର ମୁକାବିଲା କରିବାପାଇଁ  କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା କଟକଣାକୁ ସମ୍ମାନ ଜଣାଇବା ଆମ ସମସ୍ତଙ୍କ ଜାତୀୟ କର୍ତ୍ତବ୍ୟ । ବର୍ତ୍ତମାନ ପରିସ୍ଥିତିରେ କୌଣସି ଉତ୍ସବ ପାଳନ କିମ୍ବା ସମାରୋହ…

ନିତେଶ ଗଙ୍ଗଦେବ ୧୪ ଦିନ ଯାଏଁ ସପରିବାର ହୋମ୍ ଆଇସୋଲେସନରେ

ସମ୍ବଲପୁର/(ରମାକାନ୍ତ ବିଶ୍ବାଳ ): ସମ୍ବଲପୁର ଲୋକସଭା ସାଂସଦ  ନିତେଶ ଗଙ୍ଗଦେବ ଆଜିଠାରୁ ୧୪ ଦିନ ଯାଏଁ ସପରିବାର ସଙ୍ଗରୋଧ ବା ହୋମ୍ ଆଇସୋଲେସନରେ ରହିବେ ବୋଲି ଘୋଷଣା କରିଛନ୍ତି। ତାଙ୍କର ସାନ ପୁଅ କେମ୍ବ୍ରିଜ (ୟୁକେ)ରୁ ଫେରିଛନ୍ତି ଏବଂ ଭଗବାନଙ୍କ କୃପାରୁ ସେ ଭଲ ଅଛନ୍ତି। କିନ୍ତୁ…