ପଲିଥିନ ତଳେ କଟୁଛି ସୋମବାରୀଙ୍କ ଜୀବନ, କେବେ ଆଡ ଆଖିରେ ଟିକେ ଚାହିଁବ ପ୍ରଶାସନ
ସିନାପାଲି (ନିରାକାର ମେହେର )-ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନାରୁ ଗରିବ ଅସହାୟ ଲୋକମାନଙ୍କ ପାଇଁ ରାଜକୋଶ ରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଆସୁଛନ୍ତି | ଯେପରି କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ଯୋଜନା ରହିଛି |…