ସୁନାବେଶରେ ଝଲସିଲେ ତିନି ଠାକୁର , ଅପୂର୍ବ ଏ ବେଶ ରାଜ ରାଜେଶ୍ୱର
ସୁନାବେଶରେ ଝଲସିଲେ ତିନି ଠାକୁର , ଅପୂର୍ବ ଏ ବେଶ ରାଜ ରାଜେଶ୍ୱର | ରାଜାରାଜେଶ୍ୱର ବେଶରେ ସଜେଇ ହୋଇ କାଳିଆ ଠାକୁର, ପ୍ରଭୁ ବଳଭଦ୍ର ଓ ମା ସୁଭଦ୍ରା ଦିସିଥିଲେ ଦିବ୍ୟ |
ନବଦିନ ଲୀଳା ଶେଷ କରି ଶ୍ରୀମନ୍ଦିର ଆଦରେ ରଥରେ ବିଜେ ହୋଇଥିବା କାଳିଆ ଠାକୁରଙ୍କର ଏ ମନଲୋଭା ସୁନାବେଶ |…