ହାଟଡିହି (ଶାସକ ପ୍ରଶାସକ) : କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ଶାଳଣିଆଁଁ ପଞ୍ଚାୟତସ୍ଥିତ ଏଲକଣିଆ ଗାଁରେ ଘଟିଯାଇଛି ଏକ ଅଭାବନୀୟ ମୃତ୍ୟ ଘଟଣା । ସୂଚନା ପାଇଁ ଫ୍ରେଣ୍ଡ ଫର ଫାଉଣ୍ଡେସନ ତରଫରୁ ପକ୍ଷରୁ ସମସ୍ତ ସକ୍ରିୟ ସଦସ୍ୟ ମାନଙ୍କ ଦ୍ଵାରା ସହଯୋଗ କରାଯାଇଛି। କଳିଗାଁ ପଞ୍ଚାୟତ ଶାଳକଣିଆ ଗ୍ରାମର ଗୋବିନ୍ଦ ଜେନା ଙ୍କ କନିଷ୍ଠପୁତ୍ର ଶରତ ଜେନା [ବୟସ – ୨୮] ମୃତ୍ୟୁ ଘଟିଛି । ପ୍ରତ୍ୟେକ ଦିନ ଭଳି ଆଜି ଆଜି ଟିକେ ଶୀଘ୍ର ଭୋର–୪ଟାରୁ କାମ ଯାଇଥିବା ରୋଜଗାରିଆ ଶରତକୁ ଯେ ଯମ ବାନ୍ଧି ନେବ ସେ କଥା କାହାକୁ ଗୋଚର ନ ଥିଲା । ତେଣୁ ଫ୍ରେଣ୍ଡ ଫର ଫାଉଣ୍ଡେସନ ପରିବାର ତରଫରୁ ଦୁଇ ମାସର ରାସନ୍ ସାମଗ୍ରୀ ଚାଉଳ,ଡାଲି,ସାବୁନ୍,ମୁଢ଼ି,ତେଲ,ସମସ୍ତ ସାମଗ୍ରୀ ପ୍ରଦାନ କରା ଯାଇଛି ଅସହାୟ ପାରିବାରୁ ସହଯୋଗ କରାଯାଇଛି। ମୁଖ୍ୟତଃ ସମସ୍ତ ସକ୍ରିୟ ସଦସ୍ୟା ଙ୍କ ଦ୍ଵାରା କାର୍ଯ୍ୟ ପୂର୍ଣ୍ଣ ହୋଇଛି।
Sign in
Sign in
Recover your password.
A password will be e-mailed to you.