ସରପଞ୍ଚ ଓ ତାଙ୍କ ପତ୍ନୀ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ଦେଲେ ୪୦୦୦୦ ଟଙ୍କା

 ବରଗଡ :- ଦାନ ଦେବାର ଇଚ୍ଛା ଥିଲେ ମଧ୍ୟ ସମସ୍ତଙ୍କ ଭାଗ୍ୟରେ ଜୁଟେ ନାହିଁ |  ସମସ୍ତ ମାନବ ଜାତି  ପାଇଁ ବର୍ତ୍ତମାନ ଏକ ସମ୍ବେଦନଶୀଳ ସମୟ । ଏହି ସମୟରେ ମଣିଷ ସାମାଜର ମଙ୍ଗଲ ପାଇଁ ଦାନ କରିବା ଏକ ସ୍ଵାଗତଯୋଗ୍ୟ ପଦକ୍ଷେପ । ବର୍ତ୍ତମାନ ପଦ୍ମପୁର ଅଂଚଳର ବହୁ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ…

ଲକ ଡାଉନ ସମୟରେ କୃଷି ଓ କୃଷକଙ୍କ ସମସ୍ୟା ପ୍ରତି ସରକାର ଯଥେଷ୍ଟ ଯତ୍ନବାନ ରହିଛନ୍ତି : ଡ଼ ଅରୁଣ 

 ଭୁବନେଶ୍ୱର(ଶାସକ ପ୍ରଶାସକ)  କରୋନା ସଂକ୍ରମଣ ମୁକାବିଲା ଉଦ୍ଦେଶ୍ୟରେ ସାରା ଦେଶରେ ଜାରି ହୋଇଥିବା ଲକ ଡାଉନ ସମୟରେ ରାଜ୍ୟର ସାମ୍ପ୍ରତିକ କୃଷି ପରିସ୍ଥିତି ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ମୁକାବିଲା ନିମନ୍ତେ ଓଡିଶା ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ…

ରାଷ୍ଟ୍ରୀୟ ମର୍ଯ୍ୟାଦା  ସହ  ସହିଦ ଯବାନ ପ୍ରକାଶ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ 

ବରଗଡ଼/ ବଲାଙ୍ଗୀର- ଶାସକ ପ୍ରଶାସକ: ରାଷ୍ଟ୍ରୀୟ ମର୍ଯ୍ୟାଦା ଓ ଗାର୍ଡ ଅପ୍‌ ଅନର ସହ ଆଜି କଟାପାଲି ଗ୍ରାମର ସହିଦ ଯବାନ ପ୍ରକାଶ ସାହୁଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । କଟାପାଲି ହାଇସ୍କୁଲ ପଡ଼ିଆରେ ଏହି ଶେଷକୃତ୍ୟ ସମ୍ପନ୍ନ ହୋଇଥିବାବେଳେ ତାଙ୍କର ୧୦ ବର୍ଷର ପୁଅ ହିମନିଶ ସାହୁ ମୁଖାଗ୍ନି…

 ବୁଗୁଡା ବ୍ଲକକୁ ବାହାର ରାଜ୍ୟରୁ ୧୧୮୭ ଜଣ, କରୋନା ହେଲ୍ପ ଲାଇନ ୬୩୭୦୭୨୯୪୯୬

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକକୁ ବାହାର ରାଜ୍ୟରୁ ବୁଗୁଡା ବ୍ଲକକୁ   ବୁଧବାର ଅପରାହ୍ନ ୨ ଟା ସୁଧା ଫେରିଥିବା ବ୍ୟକ୍ତି ମାନଙ୍କ ମଧ୍ୟରୁ ୧୧୮୭ ଜଣ ପଞ୍ଜୀକୃତ ହୋଇଥିବା ବେଳେ ବାହାର ଦେଶରୁ ପୂର୍ବରୁ ଆସିଥିବା ୨ ଜଣରେ ହିଁ ସ୍ଥିର ଅଛି। ବର୍ତ୍ତମାନମାନ ସୁଦ୍ଧା…

ବୁଗୁଡା ବ୍ଲକରେ ୧୨,୪୦୦ ରୁ ଉର୍ଦ୍ଧ୍ବଙ୍କୁ ଚାରି ମାସର ପେନସନ,୯୦୦ ରୁ ଉର୍ଦ୍ଧ୍ବ ଅନୁପସ୍ଥିତ

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକର ମୋଟ ୧୪,୩୦୦ ହିତାଧିକାରୀଙ୍କ ମଧ୍ୟରୁ ୧୨,୪୦୦ ଜଣରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଚାରିମାସର ପେନସନ ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ୯୦୦ ରୁ ଉର୍ଦ୍ଧ୍ବ ହିତାଧିକାରୀ ଅନୁପସ୍ଥିତ ଥିବା  ବେଳେ ଅନ୍ୟମାନଙ୍କୁ ଦୁଇଦିନ ମଧ୍ୟରେ ପେନସନ…

“କରୋନା ” ଲଢେଇ ପାଇଁ ବୀରମହାରାଜପୁର ଶିକ୍ଷକ ସଂଘ  ୫,୨୮,୯୭୬ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସାରା ବିଶ୍ୱରେ ମହାମାରୀ "କରୋନା " ଭୁତାଣୁ ପ୍ରକୋପରେ ଥରହର ହେଉଛି । ଭାରତରେ ମଧ୍ଯ କ୍ରମାଗତ "କରୋନା "ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢିବାକୁ ଲାଗିଛି । ଓଡିଶା ସ୍ଥିତ ବର୍ତ୍ତମାନ ସୁଦ୍ଧା ଏକ ପ୍ରକାର ଠିକ୍ ରହିଛି । ତେବେ…

ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା 

ପଦ୍ମପୁର/ଶାସକ ପ୍ରଶାସକ -  ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ଏଇ କିଛିଦିନ ହେଲା ଦିନରାତିକୁ ଏକାକାର କରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ନିରିହ ନିଃସହାୟ ଖଟିଖିଆ ଦିନ ମଜୁରିଆ କିଭଳି ଭାବେ ଲକଡାଉନ ସମୟରେ ଚଳୁଛନ୍ତି ତାହା ପରଖିବା ପାଇଁ ଲକଡାଉନ ଦିନଠାରୁ…

ଲୋକଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କଲେ ଜିଲ୍ଲା ପରିଷଦ ଅଧ୍ୟକ୍ଷା 

ପଦ୍ମପୁର/ଶାସକ ପ୍ରଶାସକ -  ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ଏଇ କିଛିଦିନ ହେଲା ଦିନରାତିକୁ ଏକାକାର କରି ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ନିରିହ ନିଃସହାୟ ଖଟିଖିଆ ଦିନ ମଜୁରିଆ କିଭଳି ଭାବେ ଲକଡାଉନ ସମୟରେ ଚଳୁଛନ୍ତି ତାହା ପରଖିବା ପାଇଁ ଲକଡାଉନ ଦିନଠାରୁ…