ରେକର୍ଡ ଭାଙ୍ଗି ଚାଲିଛି ଅମାନିଆ କରୋନା
ନୂଆଦିଲ୍ଲୀ (ଏଜେନ୍ସି) କରୋନା ଏବେ ଅମାନିଆ ହୋଇପଡିଥିବା ଭଳି ଅନୁଭୂତ ହେଉଛି | ଦିନକୁ ଦିନ ତାହାର ପଞ୍ଜାକୁ ସେ ବିସ୍ତାର କରିଚାଲିଛି | ଗତକାଲି ତୁଳନାରେ ଅଧିକ ୩୦୦୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଗତ ୨୪ ଘଣ୍ଟା ଭିତରେ ୩୨,୬୯୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପ୍ରାଣ ହରାଇଛନ୍ତି…